Odia News Portal

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ମହାକୁମ୍ଭ ମେଳାରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ଗସ୍ତ କରିଛନ୍ତି । କୁମ୍ଭମେଳାରେ ପୂଜା କରିବା ସହ ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ରାଷ୍ଟ୍ରପତି । ସେ ମେଳାରେ ପ୍ରାୟ ୮ ଘଣ୍ଟା ବିତାଇବେ । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା

ସବୁବେଳେ ନିଜକୁ ଚ୍ୟାଲେଞ୍ଜ କର: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ପରୀକ୍ଷା ପେ ଚର୍ଚ୍ଚା” (ପିପିସି ) କାର୍ଯ୍ୟକ୍ରମରେ ଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ଚାପ ମୁକାବିଲା କରିବା ଉପରେ ଏକ ଆଲୋଚନା କରିଛନ୍ତି । ଏହା ଆଜି ସକାଳ ୧୧.୦୦ ସମୟରେ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଛି ।

ପରୀକ୍ଷା ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ।  ୟୁନିଟ- ୧ ସରକାରୀ ଉଚ୍ଚ ବିଦ୍ୟାଳୟରେ କାଯ୍ୟକ୍ରମ ଚାଲିଛି । ସେହିପରି ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର “ପରୀକ୍ଷା ପେ ଚର୍ଚ୍ଚା”   କା କାର୍ଯ୍ୟକ୍ରମରେ ଛାତ୍ର ଏବଂ

ଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣା । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା କ୍ରୀଡାପ୍ରେମୀଙ୍କୁ ଆଘାତ ଦେଇଛି । କ୍ରୀଡା ବିଭାଗ ଲିଖିତ ଭାବେ ନୋଟିସ୍ କରିଛି । ଆମେ ଯାଞ୍ଚ କରି ଷ୍ଟ୍ରିମ୍ ଲାଇନ କରିବାକୁ ଚେଷ୍ଟା

ନାଗାବଳୀ ଟ୍ରେନ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହୃଦଘାତରେ ମୃତ୍ୟୁ ସୂଚନା

ନାଗାବଳୀ ଟ୍ରେନ୍ ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି ପୁଲିସ। ତାଙ୍କୁ ସମ୍ବଲପୁର ଜିଲ୍ଲା ବଡ଼ରମାର ପ୍ରସାଦୀ ବାଗ ଭାବରେ ଚିହ୍ନଟ କରାଯାଇଛି।. ସେ ସିକନ୍ଦରାବାଦରେ କାର୍ଯ୍ୟ କରୁଥିଲେ। ନିଜ ସମ୍ବଲପୁର ଫେରୁ ଥିବା ବେଳେ ବାଟରେ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା

ଓସିଏକୁ କାରଣ ଦର୍ଶାଅ ନୋଟିସ୍ , ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ବାରବାଟୀ ଦିନିକିଆରେ ବିଭ୍ରାଟ ଘଟଣା । ଓସିଏକୁ କାରଣ ଦର୍ଶାଅ ନୋଟିସ୍ । ନୋଟିସ୍ କଲା କ୍ରୀଡା ବିଭାଗ । କାହିଁକି ମ୍ୟାଚ୍ ବେଳେ ଲାଇଟ୍ ବନ୍ଦ ହେଲା ୧୦ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଫ୍ଲଡ୍ ଲାଇଟ୍ ବନ୍ଦ ଯୋଗୁଁ ୩୦ ମିନିଟ୍ ବନ୍ଦ ରହିଥିଲା ମ୍ୟାଚ୍ । ଅନ୍ତର୍ଜାତୀୟ

ଫେବୃଆରୀ ୧୫ରେ ପୂରିବ ରାସନ କାର୍ଡ E-KYC କଣ୍ଟ, ଅଯୋଗ୍ୟ ହିତାଧିକାରୀ କାର୍ଡ ନଫେରାଇଲେ ଆକ୍ସନ

ରାସନ କାର୍ଡ E-KYC ପାଇଁ ଫେବୃଆରୀ ୧୫ରେ ପୁରିବ କଣ୍ଟ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି E-KYC । ୬ ଦିନ ଭିତରେ ଅନ୍ୟ E-KYC କରି ଦେବାକୁ ପୁଣି ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ

ବାରବାଟୀ ଲଢେଇ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା

ଆଉ କେଇ ଘଣ୍ଟାର ଅପେକ୍ଷା । ତାପରେ ଆରମ୍ଭ ହେବ ବାରବାଟୀ ଲଢେଇ । ମୈଦାନରେ ଇଣ୍ଡିଆ-ଇଂଲଣ୍ଡର ମହାମୁକାବିଲା ଦେଖିବେ ଦର୍ଶକ, ଦେଖିବ ସାରା ବିଶ୍ବ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଗେଟରେ ଧିରେଧିରେ ଲୋକଙ୍କୁ ଛଡାଯାଉଛି । ସମସ୍ତେ ଟିମ୍ ଇଣ୍ଡିଆର ବିଜୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା

ମାଓ ବିରୋଧୀ ଅପରେସନରେ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ସଂଗଠିତ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୧ଜଣ ମାଓବାଦୀ ସଫା ହୋଇଥିବା ଜଣାଯାଇଛି । ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଏଥିସହ ୨ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।

ବାରବାଟୀ ଅଭିମୁଖେ ଦୁଇ ଦଳର ଖେଳାଳି

ବାରବାଟୀ ଅଭିମୁଖେ ଦୁଇ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରିଲେ ଦୁଇଟି ଟିମ୍ । ବାରବାଟୀ ଅଭିମୁଖେ ଯାଉଛନ୍ତି ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଟିମ୍ । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଛନ୍ତି ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି ।