ନବକଳେବର ଦାରୁରେ ଦିଘା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ, ସତ କହିଦେଲେ ମୁଖ୍ୟ ବାଡ଼ଗ୍ରାହୀ
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ବିବାଦୀୟ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ଆଜି ଦିନ ୧୧ ଟାରେ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା । ନିଯୋଗର ସଭାପତି ମଧ୍ୟ ଆଲୋଚନାରେ ରହିବେ ଉପସ୍ଥିତ । ଶ୍ରୀମନ୍ଦିର ଭିତରୁ ନବକଳେବର ସମୟରେ ବଳକା ଦାରୁରେ!-->…
