Odia News Portal

ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ

ଭୁବନେଶ୍ବର: ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ । ୧୮୫୬ ମସିହାରୁ ପ୍ରଥମେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲା ପୁରାତନ ସ୍ଥାନ । ଏଇ ମହାବିଦ୍ୟାଳୟରୁ ଅନେକ ସୁନାମଧନ୍ୟ ବିଦ୍ୟାର୍ଥୀ ବାହାରି କେବଳ

ଜୁନ ୧ ସୁଦ୍ଧା କେରଳ ଉପକୂଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍‌ ସମୟରେ କେରଳ ଉପକୂଳ ଛୁଇଁବ ମୌସୁମୀ। ଜୁନ ୧ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।  ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ ରାଜୀବନ କହିଛନ୍ତି, ‘ଅନୁମାନ କରାଯାଉଛି ୧ ଜୁନ୍‌ ସୁଦ୍ଧା କେରଳ ଛୁଁଇପାରେ ମୌସୁମୀ।

କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ

ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ

ଶ୍ରୀମନ୍ଦିରରେ କୋଭିଡ ପରିଚାଳନା କମିଟି ବୈଠକ

ପୁରୀ: ଚଳିତ ବର୍ଷ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ବାହାରେ କରାଯିବ କି ନାହିଁ , ସେ ନେଇ ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଏନେଇ ନିଷ୍ପତ୍ତି ପରେ ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ସୂଚନା ପ୍ରଦାନ କରାଯାଇଛି ।ଏହି ପରିଚାଳନା ବୈଠକ

ଶ୍ରମିକଙ୍କ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି ।ତେବେ ଏହି ମହାମାରୀ ସମୟରେ ରାଜ୍ୟ ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି । ଶ୍ରମିକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ତେବେ

କରୋନାରେ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ୍ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କରୋନା ନେଲା ଆଉ ଏକ ନେତାଙ୍କ ଜୀବନ । ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଏପ୍ରିଲ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ