Odia News Portal

କରୋନାରେ ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ଅଜିତ୍ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: କରୋନା ନେଲା ଆଉ ଏକ ନେତାଙ୍କ ଜୀବନ । ରାଷ୍ଟ୍ରୀୟ ଲୋକଦଳର ଅଧ୍ୟକ୍ଷ ତଥା ପଶ୍ଚିମ ଉତ୍ତରପ୍ରଦେଶର ଲୋକପ୍ରିୟ ଜାଠ୍ ନେତା ଅଜିତ୍ ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅଜିତ୍ ସିଂ ଏପ୍ରିଲ ୨୨ ତାରିଖରେ କୋଭିଡରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ

ଉପରମୁହାଁ କରୋନାଗ୍ରାଫ୍: ରାଜ୍ୟରେ ୧୦,୫୨୧ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦,୫୨୧ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୦୦୧୬୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୭୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୫୯୪୫ ଜଣ

ମୃତ୍ୟୁ ପରେ ଶବ ଖୋଜୁଛି ଚାରି କାନ୍ଧର ସାହାରା

ଗଞ୍ଜାମ: କରୋନା ସମୟରେ ମରି ଯାଉଛି ମାନବିକତା । ମୃତ୍ୟୁ ପରେ ଯୁଇ ଯାତ୍ରା ପର୍ଯ୍ୟନ୍ତ ଶବକୁ ମିଳୁଛି ନା ସମ୍ମାନ ନା ଆତ୍ମୀୟ ମାନଙ୍କ ଚାରି କାନ୍ଧର ସାହାରା ।କିଛି ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ଗ୍ରାମରେ । ସୂଚନା ଅନୁଯାୟୀ, ପାତ୍ରପୁର

କଳାବଜାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୫ା୫: ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ବେଅ ।ଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ଏଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀମାନେ ଓ ଅନ୍ୟ କ୍ଷେତ୍ର ଅଧିକାରୀମାନେ ନିଜେ ଜିଲ୍ଲାରେ ବୁଲିବା ସହ ବେଅ

ଖଲ୍ଲିକୋଟ କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଖଲ୍ଲିକୋଟ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଟୋନମସ କଲେଜ ଭାବେ ଥିବା ଖଲ୍ଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେପ୍ଟେମ୍ବରରେ କରୋନାର ତୃତୀୟ ଲହରୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବରରେ ଆସୁଛି କରୋନା ତୃତୀୟ ଲହରୀ। ଏନେଇ ପୂର୍ବାନୁମାନ କରିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ପ୍ରଥମ ଓ ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗ ବେଶି ସଂକ୍ରମିତ ହେଉଥିବା ବେଳେ ତୃତୀୟ ଲହରୀରେ ଶିଶୁ ସଂକ୍ରମିତ ହେବା

ପୋଲିସ ହାତରେ କଟୁରୀ ଗ୍ୟାଙ୍ଗର ୫ସଦସ୍ୟ

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଲୁଟ୍ ପାଟ୍ ଭଳି ଜଘନ୍ୟ ଅପରାଧରେ ସାମିଲ୍ ଥିବା କଟୁରୀ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସ ।କଟୁରୀ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଆଜି ଗିରଫ କରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ।ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ପଲସର ବାଇକରେ ଆସି କଟୁରୀ