Odia News Portal

ଗୋଟିଏ ଦିନରେ ୬ ଜଣ ନେଲେ ସଲିଳ ସମାଧି

ଗୋଟିଏ ଦିନରେ ୩ଟି ସ୍ଥାନରୁ ଆସିଲା ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଖବର । ଚାଲିଗଲା ୬ଟି ନିରୀହ ଜୀବନ । ନୟାଗଡ଼ ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ବଡ଼ ଅଘଟଣ । ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ । ମୃତକ ମାନେ ହେଲେ ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର

ମୋଦୀଙ୍କ ମନ୍ କି ବାତ ପହଲଗାମ କଥା

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ କି ବାତ୍ର ୧୨୧ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କୀ ହମ୍ଲା ବିଷୟରେ ଚର୍ଚ୍ଚା କରିବା ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଭରସା ଦେଇଛନ୍ତି ।ଦେଶବାସୀଙ୍କୁ ସମ୍ବୋଧିତ କରି

କର୍ମଜୀବୀ ମହିଳାଙ୍କୁ ହାତମୁହଁ ବାନ୍ଧି ଗଣଦୁଷ୍କର୍ମ

ଯାଜପୁରରେ ଲଜ୍ଜା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଦୁଷ୍ମର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା ସହ ଭୟଭୀତ ହୋଇ ଘଟଣା ପ୍ରକାଶ କରିବାକୁ ସକ୍ଷମ ହୋଇନଥିଲେ । ତେବେ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ

ଛତିଶଗଡ ତେଲେଙ୍ଗାନା ସୀମାରେ ମାଓ ବିରୋଧୀ ବଡ ଅପରେସନ ଜାରି

ଛତିଶଗଡ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ ଅପରେସନ ଜାରି ରହିଥିବା ବେଳେ ଘଞ୍ଚ ଜଙ୍ଗଲରେ ଠାବ ହୋଇଛି ମାଓବାଦୀଙ୍କ ଗୁମ୍ଫା। କିଟି କିଟି ଅନ୍ଧାର ରାତିରେ ଗୁମ୍ଫା ଠାବ କଲେ ଯବାନ। ଗୁମ୍ଫା ଭିତରେ ପାନୀୟ ଜଳ ଓ ବିଶ୍ରାମ ନେବାର ବ୍ୟବସ୍ଥା ରହିଥିଲା । ତେବେ

ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ, ଉଡ଼ାଣକୁ ନେଇ ଗେଟ୍‌ ସମ୍ମୁଖରେ ଯାତ୍ରୀଙ୍କ ଉତ୍ତେଜନା

କୋଲକାତାରେ କାଳବୈଶାଖୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ୮ଟି ବିମାନର ଜରୁରୀ ଅବତରଣ । କୋଲକାତାରେ କାଳବୈଶାଖୀ ପ୍ରଭାବ ଲାଗି ସମସ୍ତ ୮ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛନ୍ତି । ଦୀର୍ଘ ୧୨ ଘଣ୍ଟା ଧରି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି

ସୀମାନ୍ତରେ ଯବାନଙ୍କ ଅପରେସନ୍‌ ଜାରି, ବନ୍ଦ ପାଇଁ ନକ୍ସଲଙ୍କ ଆହ୍ବାନ

ମାଓନେତା ହିଡମା ତାର ବାଟାଲିୟନ ନମ୍ବର ୧ ସହ ମାଓବାଦୀଙ୍କର ଏକ ବଡ ଟିମ୍‌ ଏଠାରେ ଥିବାର ସୂଚନା ପାଇ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଦଶ ହଜାର ଯବାନ ୭୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘେରି ରହିଛନ୍ତି। ତିନି ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି ମାଓବାଦୀ ଓ ପୁଲିସ

୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର

ଆସନ୍ତା ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର। ୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ।.ଶାରୀରିକ ଅକ୍ଷମ,

 ସବୁ ମୁଖ୍ୟମନ୍ତ୍ରୀଙ୍କୁ ଶାହଙ୍କ ନିର୍ଦ୍ଦେଶ, ତୁରନ୍ତ ପାକିସ୍ତାନୀଙ୍କୁ ତଡ଼

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ । ଗୋଟିଏ ମୃତ ଦେହ ବାଣୀବିହାର ଷ୍ଟେସନ ନିକଟରେ ପଡ଼ିଥିବା ବେଳେ ଆଉ ଏକ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି । ଉଭୟଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ହତ୍ୟା ନା ଆତ୍ମହତ୍ୟା ନା

ରାଜ୍ୟରେ ୪୬ ନୂଆ ସିଭିଲ୍ ଜଜ୍ କୋର୍ଟ ଗଠନ

ରାଜ୍ୟରେ ଗଠନ ହେଲା ୪୬ ନୂଆ ସିଭିଲ୍ ଜଜ୍‌ କୋର୍ଟ । ହାଇକୋର୍ଟଙ୍କ ପରାମର୍ଶରେ ସିଭିଲ୍ ଜଜ କୋର୍ଟ ଗଠନ କରିଛନ୍ତି ରାଜ୍ୟ ସରକାର । ଏନେଇ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳକ୍ଷ ପକ୍ଷରୁ ଏହି ସୂଚନା ଦିଆଯାଇଛି ।