Odia News Portal

କୋଭିଡ୍ ଚିକିତ୍ସା କେନ୍ଦ୍ର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ: ଜିଲ୍ଲାପାଳ

ବ୍ରହ୍ମପୁର : ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଦ୍ବିତୀୟ ଲହରିର ମୁକାବିଲା ସକାଶେ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ…

ବନବିଭାଗର ଚଢାଉ, ମୂଲ୍ୟବାନ କାଠ ଜବତ

ମାଲକାନଗିରି : ବିଶେଷ ସୂତ୍ରରୁ ଖବରପାଇ ମାଲକାନାଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି  ପଞ୍ଚାୟତ ଅଧୀନସ୍ଥ କାମାଲିଗୁଡ଼ା ଗ୍ରାମ ନିକଟ…

ପେଟ ପାଇଁ ସଂଘର୍ଷ: ମହୁଲ ଗୋଟାଉଛି ରୌପ୍ୟ ପଦକ ବିଜେତା

ଭୁବନେଶ୍ୱର: ଗତ କିଛି ବର୍ଷରେ କ୍ରୀଡ଼ା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ରୁ ବିଭିନ୍ନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଛାପ ଛାଡିଥିବା ଦେଖିବାକୁ ମିଳିଛି । ତେବେ ଆଦିବାସୀ ଅଧୁଷିତ ଅଞ୍ଚଳ , ଉପଯୁକ୍ତ ଭିତ୍ତିଭୂମି ଅଭାବ ସହ ଗରିବ ରେଖା ତଳେ ରହିଥିବା ଅନେକ ଖେଳାଳୀ ନିଜ ଖେଳରୁ…

ଆଇସିୟୁରେ ଅଛନ୍ତି ୩୫% ରୋଗୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ହସ୍ପିଟାଲରେ ଖାଲି ଥିବା ବେଡ଼ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ଗୁରୁତର ହୋଇପଡୁଥିବା ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା ହୋଇଛି । କିଛି ଦିନ ହେବ ବିଭିନ୍ନ ହସ୍ପିଟାଲରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢୁଥିବା…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ସେବାୟତଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ| ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା…

ମନ୍ କି ବାତ୍: ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନେଉଛି କରୋନା

ନୂଆଦିଲ୍ଲୀ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୬ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କୋଭିଡ୍‌-୧୯ର ପ୍ରଥମ ପ୍ରବାହକୁ ସଫଳତାର ସହ ମୁକାବିଲା କରିବା ପରେ ଦେଶର ମନୋବଳ ସୁଦୃଢ଼ ହୋଇଥିଲା କିନ୍ତୁ, ଏଥରର କରୋନା ‘ତୋଫାନ୍’ ଦେଶକୁ ବିପର୍ଯ୍ୟସ୍ତ କରି…

ଦିଲ୍ଲୀରେ ଲକ୍‌ଡାଉନ୍‌ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକ୍‌ଡାଉନ୍‌ ଅବଧି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍‌ଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩…