Odia News Portal

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୨ ରୋଗୀଙ୍କ ଜୀବନ

ମହାରାଷ୍ଟ୍ର: ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ।ସୂଚନା ମୁତାବକ ଅକ୍ସିଜେନ୍ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । …

ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଶୀର୍ଷରେ ରହିପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ…

ଦେଶରେ ୩ ଲକ୍ଷ ଟପିବ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ କରୋନା ଦିନ କୁ ଦିନ ବିଗିଡିବାରେ ଲାଗିଛି। ଦୈନିକ ସଂଖ୍ୟା 3 ଲକ୍ଷ ଆଡକୁ ଗଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୫,୦୪୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୦୨୩ ମୃତ୍ୟୁ ରେକର୍ଡ…

ରାମ ନବମୀରେ ଶୁଭେଚ୍ଛା ଜଣାଇଲେ ଅଭିନେତା ଅରୁଣ ଏବଂ ଦୀପିକା

ନୂଆଦିଲ୍ଲୀ: ଚଳିତ ବର୍ଷ ରାମ ନବମୀ (ଏପ୍ରିଲ 21) ର ଶୁଭ ଅବସରରେ ଭକ୍ତମାନେ ଆଶୀର୍ବାଦ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଭୁ ରାମଙ୍କ ଜନ୍ମଦିନ ପାଳନ କରିବାକୁ ଏହି ଦିନଟି ଚିହ୍ନିତ ହୋଇଛି । ଏପ୍ରିଲ 13, 2021 ରେ ଆରମ୍ଭ ହୋଇଥିବା ଚୈ ତ୍ର ନବରାତ୍ରୀ ଆଜି …