Odia News Portal

ମାଓବାଦୀଙ୍କ ହୀନ ଚକ୍ରାନ୍ତ, ଯବାନଙ୍କୁ ଅପହରଣ

ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ହମଲା ପରେ ସୁରକ୍ଷାକର୍ମୀମାନେ ନିଜ ରଣକୌଶଳ ବଦଳାଇଛନ୍ତି । ଫଳରେ କିଛି ଦିନ ହେଲା ନକ୍ସଲ ଦମନରେ ସୁରକ୍ଷାକର୍ମୀ ବଡ ସଫଳତା ପାଉଛନ୍ତି । ନକ୍ସଲମାନେ ଏଥିରେ ବିଚଳିତ ହୋଇପଡିଥିବାବେଳେ ସରକାରଙ୍କୁ ଅକଳରେ ପକାଇବାକୁ ମନ୍ଦ ଚିନ୍ତା କରୁଛନ୍ତି ।…

କରୋନାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ଚିନ୍ତା ବଢାଇଛି । ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବା ଉପରେ । ସଂକ୍ରମଣ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ଏକ ସଙ୍କଟ ସମୟରେ ଲୋକଙ୍କ ମନରୁ କିଭଳି ଭୟକୁ ଦୂର କରାଯାଇପାରିବ ଚେଷ୍ଟା କରାଯାଉଛି । ଆଜି ଜନସାଧାରଣଙ୍କୁ କରୋନାଠୁ…

ପୁଣି ଥରେ କଟିବାକୁ ଯାଉଛି ସରକାରୀ କର୍ମଚାରୀଙ୍କ ଦରମା !

ଜୟପୁର: ମହାମାରୀରେ କରୋନା ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ…

ଧୋନୀଙ୍କୁ ଝଟକା : ବାପା-ମାଙ୍କୁ କରୋନା

ରାଞ୍ଚି : ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ଅବ୍ୟାହତ ରଖିଛି । ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲି ଏଥର କମାଲ୍ କରିବା ଲକ୍ଷ୍ୟରେର ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଭଳି ସମୟରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ…

ଅକ୍ସିଜେନ ଯୋଗାଇବ ଜେଏସପିଏଲ

ଭୁବନେଶ୍ବର : ‘ପ୍ରଥମେ ଲୋକ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ତ୍ଵାଧିନ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା…

୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

* ବଜ୍ରପାତ ଓ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା | *ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା |

ମାସ୍କ ଚେକିଂ ବେଳେ ଚାପୁଡ଼ା ଖାଇଗଲେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର ହେବାକୁ ବସିଲାଣି | ଯାହାକୁ ଦୃଷ୍ଟିରେ ରଖି ଦେଶରେ ମାସ୍କ ଚେକିଂ ବ୍ୟବସ୍ଥା କଡ଼ାକଡ଼ି ହେବାରେ ଲାଗିଛି | ତେବେ ଉତ୍ତରପ୍ରଦେଶରେ ମାସ୍କ ଚେକିଂ ସମୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି | ମାସ୍କ ପିନ୍ଧିନଥିବା ଅମାନିଆକୁ ତାଗିଦ…

ବଲାଙ୍ଗୀରବାସୀଙ୍କୁ କରୋନା ପାଇଁ ସତର୍କ କରାଇଲେ ପୋଲିସ ଡ଼ିଜି ଅଭୟ

ବଲାଙ୍ଗୀର: ପୋଲିସ ଡ଼ିଜି ଅଭୟଙ୍କ ଅଭୟଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ | ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏକ ସ୍ବତନ୍ତ୍ର ହେଲିକେପ୍ଟର…