ପାଟୁଆ ନାଚ ବେଳେ ଅଘଟଣ: ଜିଲ୍ଲାପାଳଙ୍କ ତଦନ୍ତ ତଦନ୍ତ ନିର୍ଦ୍ଦେଶ
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ନୂଆନନ୍ଦ ପଞ୍ଚାୟତ ବଡ଼ହାଟୁଆରି ଗାଁରେ ଗତକାଲି ସନ୍ଧ୍ୟାରେ ପାଟୁଆ ନାଚ ବେଳେ ୨ଜଣ ଶ୍ରଦ୍ଧାଳୁ ଜିଅନ୍ତା ଜଳିବା ସହ ୧୦ଜଣ ଗୁରୁତର ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଡିଜେ!-->…
