Sign in
Sign in
Recover your password.
A password will be e-mailed to you.
ରେଳ ବଜେଟ: ଓଡ଼ିଶାର ଦାବି ୭୨୦୦ କୋଟି
ଭୁବନେଶ୍ୱର: ଚଳିତ ରେଳ ବଜେଟରେ ଓଡ଼ିଶାର ଦାବି ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ରେଳ ବଜେଟ ପାଇଁ ଦାବି ଉପସ୍ଥାପନା କରିଛନ୍ତି ।ତେବେ ଓଡ଼ିଶା ଚଳିତ ବର୍ଷ ରେଳ ବଜେଟ ନିମନ୍ତେ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି ।!-->…
ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା
କୋଲକାତା: ପୁଣି ବିଗିଡିଲା ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ଖରାପ ହୋଇଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ!-->…
ଗାଈ ଜନ୍ମ ଦେଲା ଅଦ୍ଭୁତ ବାଛୁରୀ ଛୁଆ
ଭଦ୍ରକ: ମାଆର ମମତା ଅତୁଳନୀୟ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ । ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାମାନଙ୍କ ପାଇଁ ଉଜାଡିଦିଅନ୍ତି ମମତା । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁରରେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି!-->…
ଦିଲ୍ଲୀ ହିଂସା: ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ । ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା!-->…
ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ଟ୍ରାକ୍ଟର ରାଲିରେ ଲାଲକିଲ୍ଲାରେ ଚାଷୀଙ୍କ ବ୍ୟାପକ ହିଂସାକାଣ୍ଡ ପରେ ଦିଲ୍ଲୀ ମହାନଗର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲାଲକିଲ୍ଲା ଓ ଜମା ମସଜିଦ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ!-->…
ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ!-->…
