Sign in
Sign in
Recover your password.
A password will be e-mailed to you.
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଖୋର୍ଦ୍ଧା: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଥାନା ରାମେଶ୍ୱର ଗ୍ରାମପଞ୍ଚାୟତ ଖଜୁରୀପଡା ଗ୍ରାମର ସାଇରନ ବିବି। କୋଣସି କାର୍ଯ୍ୟରେ ସେ ଘର ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ |
ଅନ୍ଧାର ରାତିରେ ହଠାତ!-->!-->!-->!-->!-->…
ବିଜେଡ଼ି ବିଜେପି ମୁହାଁ-ମୁହିଁ
ଭୁବନେଶ୍ୱର: ଧାନ ପ୍ରସଙ୍ଗରେ କେନ୍ଦ୍ରର ଚିଠି ଉପରେ ଜବାବ ରଖିଲା ବିଜେଡି । ଧାନ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ଧାନ ବିକା ବାବଦକୁ ୨୮୫୦ କୋଟି ଦେଇନାହିଁ କେନ୍ଦ୍ର । ଧାନ ଉତ୍ପାଦନରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ!-->…
ଭଦ୍ରକ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଭଦ୍ରକ: ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି, ମହିଳା ଓ ଶିଶୁ ଆଜି ଅସୁରକ୍ଷିତ, ରାଜ୍ୟରେ ଏବେ ଶାସକ ଦଳର ଚାଲିଛି ଦମନ ଲୀଳା , ଯେଉଁଠି ରାଜ୍ୟର ପିସିସି ସଭାପତି ଉପରେ ମରଣାନ୍ତକ ଆକ୍ରମଣ ହେଉଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ |
!-->!-->!-->!-->…
ବିଜେପିକୁ ପିସିସି ସଭାପତିଙ୍କ ଟାର୍ଗେଟ
କେନ୍ଦୁଝର: ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି । ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । ଏନେଇ ନିରଞ୍ଜନ ଟୁଇଟ ମଧ୍ୟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଆକ୍ରମଣ କରାଯାଇଥିବା ପିସିସି ସଭାପତି!-->…
ହାତକୁ ହାଣି ଲୁଟି ନେଲେ ୪ ଲକ୍ଷ
ନବରଙ୍ଗପୁର: ଦିନ ଦ୍ୱିପହରେ ବ୍ୟବସାୟୀଙ୍କ ହାଣି ଲୁଟି ନେଲେ ୪ ଲକ୍ଷ ଟଙ୍କା। ଏହି ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକରେ ଚଚ୍ଚା ଗାଁରୁ କଙ୍ଗରା ଗାଁ ନିକଟସ୍ଥ ଏକ ବଜାରକୁ!-->…
ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ଶାଶୂ-ଜ୍ୱାଇଁ ଗିରଫ
ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାସ | ୨ ଜଣଙ୍କୁ ଗିରଫ କଲା ପୋଲିସ । ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।ସୁନ୍ଦରଗଡ଼ର ଗାଁ ସାଥୀ!-->…
