ଇଲେକ୍ଟ୍ରିକ ଯାନ ପାଇଁ ସ୍ୱତନ୍ତ୍ର ଯୋଜନା
ଭୁବନେଶ୍ବର: ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେବ ମଡେଲ ରାଜ୍ୟ । ଏନେଇ ‘ଓଡ଼ିଶା ଇଲେକ୍ଟ୍ରିକ୍ ଯାନ’ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୫ ବର୍ଷ ପାଇଁ ଯୋଜନା ହୋଇଥିବା ବେଳେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେଇ ପ୍ରଦୂଷଣ କମାଇବା ସହ ଇନ୍ଧନ!-->…
