Odia News Portal

ହୃଦଘାତରେ ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ନିଧନ

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଶନିବାର ଦିନ ଦେହାନ୍ତ ହୋଇଛି। ହୃଦଘାତ କାରଣରୁ ଶନିବାର ସକାଳୁ ତାଙ୍କର ଦେହାନ୍ତ ହୋଇଛି। ସଚିନ ତେନ୍ଦୁଲକର ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି

ରାମ ମନ୍ଦିର ପାଇଁ ପ୍ରଣୀଥା ଦେଲେ ଲକ୍ଷେ

ଅଯୋଧ୍ୟା: ଅଭିନେତ୍ରୀ ପ୍ରଣୀଥା ସୁଭାସ ଶ୍ରୀ ରାମ ମନ୍ଦିର ଭବ୍ୟ ନିର୍ମାଣ ପାଇଁ ୧ ଲକ୍ଷ ଟଙ୍କା ସମର୍ପଣ କରିଛନ୍ତି । ଏହା ବିଷୟରେ ପ୍ରଣୀଥା ସୁଭାସ ନିଜର ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ୍ ରେ ଲେଖିଛନ୍ତି,’ଅଯୋଧ୍ୟା ରାମ ମନ୍ଦିର ପାଣ୍ଠି ସମର୍ପଣ

ଫିଲ୍ମ ଷ୍ଟାଇଲରେ ପୋଲିସ ଡକାୟତ ମୁହାଁମୁହିଁ

ବଲାଙ୍ଗୀର: ଜଙ୍ଗଲ ରାସ୍ତାରେ ପୋଲିସ ଡକାୟତ ମୁହାଁମୁହିଁ । ଫିଲ୍ମ ଷ୍ଟାଇଲରେ ବନ୍ଧୁକକୁ ଖାତିର ନକରି ଡକାୟତଙ୍କର ସାମ୍ନା କରିଛି ପୋଲିସ । ସ୍ଥାନୀୟ ଲୋକେ ମଧ୍ୟ ପୋଲିସକୁ ସାହାରା ଦେଇ ହାତରେ ଢେଲା ଧରି ଛିଡ଼ା ହୋଇଛନ୍ତି । ଡ଼କାୟତ ବନ୍ଧୁକ ଧରି ଫୁଟାଇ ଦେବାକୁ କହୁଥିଲେ ମଧ୍ୟ ପୋଲିସର ଭୟ

ଗଞ୍ଜାମରେ ପ୍ରଥମ ପର୍ୟ୍ୟାୟ ଟିକାକରଣ

ଗଞ୍ଜାମ: ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟ ଟିକାକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୧ଟି କେନ୍ଦ୍ରରେ ୧୧ଶହ ଜଣଙ୍କୁୁ ଟିକା ପ୍ରଦାନ କରାଯାଇଛି । ଏଥିରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ନର୍ସ, ଏଏନ୍‌ଏମ୍‌ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀ ଏବଂ ମେଡ଼ିକାଲ୍‌

ସାରା ଦେଶରେ ଟିକାକରଣ

ନୂଆଦିଲ୍ଲୀ : ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି । କେନ୍ଦ୍ର

ମୋଦିଙ୍କ କାମରେ ଖୁସ୍ ଓଡ଼ିଶାବାସୀ

ଭୁବନେଶ୍ୱର: ମୋଦିଙ୍କ ଉପରେ ଖୁସି ଓଡ଼ିଶାବାସୀ | ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ସର୍ଭେ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି । ଗତ ୧୨ ସପ୍ତାହ

ରାଜ୍ୟରେ ଆଉ ୧୭୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୧୨୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

୯ ଦିନ ପରେ ମିଳିଲା ଗଳିତ ମୃତଦେହ

ରାୟଗଡା: ନିୟମଗିରିରେ ହତ୍ୟା । ୯ ଦିନ ପରେ ମିଳିଲା ଗଳିତ ମୃତ ଦେହ । ହତ୍ୟା ସନ୍ଦେହରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିୟମଗିରି ପର୍ବତ ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିବା ଜଣା ପଡ଼ିଛି । ମୁନିଗୁଡ଼ା ପୋଲିସ ଖବର ପାଇ ମଣ୍ଡା ଗାଁ

କେନ୍ଦ୍ରାପଡ଼ାରେ ଟିକାକରଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଯାଇଛି ଟିକାକରଣ | ଜିଲ୍ଲାପାଳ ଅମୃତ ଋତୁରାଜ ଫିତା କାଟି ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର