Odia News Portal

ପର୍ବପର୍ବାଣୀ ପାଳନ ଉପରେ ଜାରି ହେଲା କଟକଣା

ଭୁବନେଶ୍ୱର: ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି

ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ୨୩୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ

ଗୃହବିଭାଗର ୨୦୨୦ ଶ୍ୱେତପତ୍ର: ବିଗିଡ଼ିନି ଆଇନ ଶୃଙ୍ଖଳା

ଭୁବନେଶ୍ୱର: ଗୃହବିଭାଗର ୨୦୨୦ର ଶ୍ୱେତପତ୍ର ପ୍ରକାଶ ପାଇଛି ।ତେବେ ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ସବିଶେଷ ତଥ୍ୟ ଏଥିରେ ପ୍ରଦାନ କରାଯାଇଛି । ତେବେ ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟ

ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ୧ କୋଟି ଦାନ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ଛୁଟୁଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଏମଜିଏମ ମିନେରାଲ୍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ୧ କୋଟି ଟଙ୍କା ଦାନ କରିଛନ୍ତି ।

ପିପିଲିରୁ ପୁଣି ଲଢ଼ିବେ ଆଶ୍ରିତ

ପିପିଲି : ପୁଣି ଥରେ ପିପିଲି ମୈଦାନରେ ନିଜ ଭାଗ୍ୟପରୀକ୍ଷା କରିବେ ଆଶ୍ରିତ । ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଶ୍ରିତ ପଟ୍ଟନାୟକଙ୍କ ନାମରେ ମୋହର ଲାଗିଛି । ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି ।ପିପିଲି ଉପ-ନିର୍ବାଚନ ପାଇଁ