Odia News Portal

କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଆଇୟୁସିଏନର ଚୁକ୍ତିନାମା

ଭୁବନେଶ୍ୱର: ଓଡିଶାର ଅତି ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି । ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା…

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ବୋଲି ସେନାର ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲ ଅ ।ଜି କହିଛି । ଶୁକ୍ରବାର ସକାଳେ ଛାତିରେ ଅସୁବିଧା ହେବା ପରେ ରାଷ୍ଟ୍ରପତି ସାମରିକ…

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ରୁଦ୍ର

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥି ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି…

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକ ବେଶ୍ ଖାସ୍

ଭୁବନେଶ୍ବର: ୨୦୨୧ ମସିହାର ତୃତୀୟ ମାସ ମାର୍ଚ୍ଚ । ତେବେ ଏହି ମାସରେ ଜନ୍ମ ହୋଇଥିବା ସମସ୍ତେ ବହୁତ୍ ଖାସ୍ ବୋଲି କୁହାଯାଇଥାଏ ।ମାର୍ଚ୍ଚ ମାସରେ ପ୍ରଖ୍ୟାତ ଗୀତ ଓ ସଙ୍ଗିତକାର ଜଷ୍ଟିନ ବିବର, ଶ୍ରଦ୍ଧା କପୁର, ଅନୁପମ ଖେର, ଅମୀର ଖାନ ଓ ଲେଡି ଗାଗାଙ୍କ ପରି ଅନେକ ପ୍ରସିଦ୍ଧ ଲୋକଙ୍କ ଜନ୍ମ…