Odia News Portal

ଜନ୍ମ କଲା ଛୁଆଙ୍କୁ ବିଷ ପିଆଇଲା ଜାନକୀ,୨ ମୃତ

ଭୁବନେଶ୍ୱର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ନିଜେ ବିଷ ପିଇଲା ମା। କ୍ୟାପିଟାଲ ହସ୍ପିଟାଲରେ ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ୨ ପୁଅଙ୍କ ମୃତ୍ୟୁ ହୋଇଥିବା ସମୟରେ ଦେଢ ବର୍ଷର ଶିଶୁ କନ୍ୟା ଓ ମାକୁ ଗୁରୁତର ଅବସ୍ଥାରେ କଟକ…

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । କରୋନା ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଅଧିକ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନେଇଛି ବିଏମସି । ପଜିଟିଭ୍ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ…

ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ। ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ…

ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ଖସିଲା ମୂର୍ତ୍ତି। ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି…