‘ସାମ୍ନାକୁ ଆସି ସବୁ କ୍ଲିୟର କରନ୍ତୁ ପାଣ୍ଡିଆନ୍’ : ପ୍ରଫୁଲ୍ଲ ମଲ୍ଲିକ
ବିଜେଡିରେ କିଛି ଠିକ୍ ଚାଲିନି । ଦଳ ଭାଗ ଭାଗ ହୋଇ ଯାଇଛି । ୱାକଫ୍ ବିଲ୍ ଭୋଟିଂ ପରେ ଏହି ଚର୍ଚ୍ଚା ତେଜିଥିବା ବେଳେ ଆଉ ଟିକିଏ ଖୋରାକ୍ ଯୋଗାଇଛି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ମନ୍ତବ୍ୟ । ବିସ୍ଫୋରକ ବୟାନ ଦେଇ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ନବୀନ ନୁହେଁ ପାଣ୍ଡିଆନ!-->…
