Odia News Portal

ନୂଆ ସଂକ୍ରମଣରେ ଅର୍ଥନୀତି ପ୍ରଭାବିତ ହେବନି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ଦିନ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ କରୋନାଭାଇରସ ସଂକ୍ରମଣର ନୂଆ ତରଙ୍ଗ ଅର୍ଥନୈତିକ ପୁନରୁଦ୍ଧାର ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆରବିଆଇର 10.5 ପ୍ରତିଶତ…