Odia News Portal

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଛାଡିବାକୁ ନାରାଜ କର୍ମଚାରୀ

ଭୁବନେଶ୍ୱର: ଚାକିରିରେ ଯୋଗଦେବା ଦିନଠାରୁ ଗୋଟିଏ ସ୍ଥାନରେ କାମ କରୁଛନ୍ତି । କାହାର ୨୫ ବର୍ଷ ତ ଆଉ କାହାର ୩୦ବର୍ଷ । ପ୍ରଥମ ଶ୍ରେଣୀ ପାହ୍ୟାର ଅଫିସରଙ୍କ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ଜଣ କର୍ମଚାରୀ କେହିହେଲେ ଦପ୍ତର ଛାଡିଯିବାକୁ ନାରାଜ । ଯେତେ ଅଭିଯୋଗ ଆସିଲେ ବି ସରକାର…

ନକ୍ସଲଙ୍କ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ରାୟପୁର: ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯାଉଥିବା ବସ୍‌ରେ ନକ୍ସଲଙ୍କ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇଛି । ଏହି ଦୁଃଖଦଘଟଣାରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଧଉଡାଇ ପୋଲିସ ଷ୍ଟେସନ ସୀମା…

୧୦ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗତକାଲି ସୋମବାର ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଆଜି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ । ଗ୍ରୀଡକୋ ଋଣ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସମୟ ୭ ବର୍ଷକୁ ବୃଦ୍ଧି କରାଯାଇଛି ।…

ବିଦାୟ ନେଲା ସୁନ୍ଦରୀ

ଅନୁଗୁଳ: ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ…

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ…