ଭାରତ ପାଇଁ ‘କର ବା ମର ସ୍ଥିତି’
ଅହମ୍ମଦାବାଦ : ଚଳିତ ଟି-୨୦ ସିରିଜ୍ରେ ଆଶା ମୁତାବକ ପ୍ରଦର୍ଶନ କରିପାରିବାରେ ବିଫଳ ହୋଇଛି ଭାରତୀୟ କ୍ରିକେଟ ଟିମ୍ । ଆସନ୍ତାକାଲି ସିରିଜର ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ଓ ତୃତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ହାତଛଡ଼ା କରିଛି ଭାରତ । ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା!-->…
