Odia News Portal

ଭାଇରାଲ ନେଇ ପ୍ରଶ୍ନ ଉଠାଇଲେ ପରୀର ପରିବାର

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭିଡ଼ିଓ ନେଇ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ପରୀର ପରିବାର | ଭିଡ଼ିଓ କିପରି ଭାଇରାଲ ହେଲା ସେ ନେଇ ପ୍ରଶ୍ନ

ପରୀ ହତ୍ୟା ଘଟଣାରେ ସତ ମାନିଲା ସରୋଜ

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ଓଗାଳିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଭିଡ଼ିଓରେ ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ | ସ୍ୱୀକାରୋକ୍ତି ଭିଡିଓରେ ଅଭିଯୁକ୍ତ କେମିତି ପରୀକୁ

ପ୍ରରୋଚନକାରୀ ହେବେ ତଦନ୍ତ ପରିସରଭୁକ୍ତ: ଡିସିପି

ଭୁବନେଶ୍ୱର: ଆଜି ବିଧାନସଭା ନିକଟରେ ହୋଇଥିବା ଆତ୍ମଦାହ ଉଦ୍ୟମ ଘଟଣାରେ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟାରେ କହିଛନ୍ତି, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଏହା ଆଗରେ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ। ତେଣୁ ଯିଏ ଏପରି ଉଦ୍ୟମ କରିବ ତଥା ପ୍ରରୋଚନା ଦେବ ବନ୍ଧା

ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟାରୁ ଲୁହାପଥର ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ

ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ପୁଣି ଥରେ ବିଧାନସଭା ନିକଟରେ ଆତ୍ମଦାହ ଉଦ୍ୟମ | ବଜେଟ ଅଧିବେଶନ ଆରମ୍ଭରୁ ପୋଲିସକୁ ଘାରିଥିବା ଆତ୍ମଦାହ ଉଦ୍ୟମ ଭୟ ସତ ହୋଇଛି | ଆଜି ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସମୟରେ ଫେଲ୍ ମାରିଛି ପୋଲିସର ବିଧାନସଭା ସମ୍ମୁଖରେ ଆତ୍ମଦାହ ଉଦ୍ୟମ ରୋକ୍

ବିଧାନସଭା ଚାରିପଟ ରାସ୍ତା ସିଲ୍

ଭୁବନେଶ୍ୱର: ବିଧାନସଭାରେ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ। ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ଅଧିବେଶନ ପାଇଁ ବିଧାନସଭାର ଚାରିପଟ

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ବିଧାନସଭାରେ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ।ରାଜ୍ୟପାଳ ନିଜ ଅଭିଭାଷଣରେ ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଦେବା ସହିତ କୋଭିଡ ଯୋଦ୍ଧା ଓ ସହିଦ୍ ଯବାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି

ଅଫିସରଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ କଡ଼ା ତାଗିଦ୍

ନୟାଗଡ଼: ଅଫିସରଙ୍କୁ ମନ୍ତ୍ରୀଙ୍କ କଡ଼ା ତାଗିଦ୍।ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ଯେଉଁ ଅଫିସରମାନେ କାମରେ ଅବହେଳା କରୁଛନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ

ଆଜିଠୁ ବିଧାନସଭାରେ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ବିଧାନସଭାରେ ଆଜିଠୁ ଆରମ୍ଭ ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଚଳିତ ବର୍ଷ ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ

୨୦୦ କୋଟିରେ ହେବ କଳିଙ୍ଗ ଷ୍ଟୁଡିଓର ‘କାୟା ପଲଟ୍’

ଭୁବନେଶ୍ବର: ଚଳଚ୍ଚିତ୍ର ଜଗତରେ ବେଶ ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ସ୍ଥିତ ଐତିହାସିକ କଳିଙ୍ଗ ଷ୍ଟୁଡ଼ିଓକୁ ଏକ ଆଧୁନିକ ‘ ଷ୍ଟେଟ୍ ଅଫ୍ ଦି ଆର୍ଟ ସିନେମା ଷ୍ଟୁଡ଼ିଓ ଭାବେ ବିକଶିତ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏଥି ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ