ଶାସ୍ତ୍ରୀ ନେଲେ ଟିକା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟିକାକରଣରେ ନିଜକୁ ସାମିଲ କରିଛନ୍ତି । ଶାସ୍ତ୍ରୀ ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଖୋଦ୍ ଶାସ୍ତ୍ରୀ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଏହାସହ ଶାସ୍ତ୍ରୀ ବୈଜ୍ଞାନିକ!-->…
