Odia News Portal

ଉତ୍ତରାଖଣ୍ଡରେ ଭୟଙ୍କର ହିମ ସ୍ଖଳନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗି ଯିବାରୁ ସୃଷ୍ଟି ହୋଇଛି ଭୟାନକ ପରିସ୍ଥିତି | ରବିବାର ସକାଳେ ଉତ୍ତରାଖଣ୍ଡର ଚମେଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ଥିବା ଗ୍ଲାସିଅରର ଏକ ବଡ଼ ଅଂଶ ଖସି ପଡ଼ିଛି। ଏହି କାରଣରୁ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ସ୍ଥାନୀୟ

କୋରାପୁଟ ଗସ୍ତରେ ପୋଲିସ ଡ଼ିଜି

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଙ୍ଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟି ଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଝାରପଡା ଜେଲ ଫେରିବେ ପ୍ରଦୀପ

ବ୍ରହ୍ମପୁର: ଝାରପଡା ଜେଲ ଫେରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲ ଅଣାଯିବ । ବ୍ରହ୍ମପୁର ଜେଲରୁ ସ୍ୱତନ୍ତ୍ର ଏସକର୍ଟରେ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ଆଣିବ ପୋଲିସ । ଏଥିସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏସକର୍ଟ ପାର୍ଟି ଆଉ ଏକ ଗାଡିରେ

ଜିଲ୍ଲାସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା

ରାୟଗଡ଼ା: ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା। ଆଦ୍ୟ ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା

ପରିଚୟ ଦେଲେ ମିଳିବ ୫୦ ହଜାର

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିବା ସମୟରେ ମହିଳାଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ

ଚେନ୍ନାଇରେ ରୁଟଙ୍କ ରାଜ୍

ଚେନ୍ନାଇ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଚେନ୍ନାଇ ଟେଷ୍ଟରେ ରୁଟ୍ ୨୦୦ ରନ୍ କରି ସାରିଛନ୍ତି । ଲଗାତର ଭାବେ ସେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି । ଏହି ତାଲିକାରେ ସେ ସପ୍ତମ ସ୍ଥାନରେ ପହଁଚିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି

ଦୃଷ୍ଟିଶକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ……

ଭୁବନେଶ୍ୱର: ଆଜିକାଲି ଅଧିକାଂଶ ଲୋକେ ସାଧାରଣତଃ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି । ମୋବାଇଲ ଓ କମ୍ପ୍ୟୁଟରରୁ ବାହାରୁଥିବା ଆଲୋକ ଦୃଷ୍ଟି ଶକ୍ତିକୁ କମ କରିଥାଏ | ସେହିଭଳି ବଦଳୁଥିବା ଜୀବନଚର୍ଯ୍ୟା ସହିତ ଆଖିର ଦୃଷ୍ଟି ଶକ୍ତିର ମଧ୍ୟ ସମସ୍ୟା ଦେଖାଯାଏ । ଆଖି

ସନ୍ନି ଲିଓନୀଙ୍କୁ କ୍ରାଇମ ବ୍ରାଞ୍ଚର ଜେରା

ଥିରୁଅନନ୍ତପୁରମ୍: ବଲିଉଡର ହଟ୍ ଆକଟ୍ରେସ ସନ୍ନି ଲିଓନୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଶୁକ୍ରବାର ସନ୍ଧ୍ୟାରେ କେରଳ ପୋଲିସ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ଠକେଇ ଅଭିଯୋଗରେ ପଚରାଉଚରା କରିଥିଲା। କୋଚିରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସନ୍ନି ଲିଓନ ୨୯ ଲକ୍ଷ ଟଙ୍କା ଓ ୧୨ ଲକ୍ଷ