Odia News Portal

କମିଶନରେଟ ପୋଲିସର ନୂଆ ନିୟମ : ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ

କମ୍ୟୁନିଟି ପଲିସି କୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ । ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ । ସାମ୍ନାକୁ ଆସିଲା କମିଶନରେଟ ପୋଲିସ ର ବାର୍ଷିକ ରିପୋର୍ଟ ।

ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ

୩ ବରିଷ୍ଠ ଆଇପିଏସଙ୍କୁ  ଡିଜି ପାହ୍ୟାକୁ  ପଦୋନ୍ନତି ଦେଲେ ସରକାର ।  ୧୯୯୩ ବ୍ୟାଚର ୩ ଆଇପିଏସ ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି । ବିନୟତୋଷ ମିଶ୍ର , ଆରପି କୋଚେ ଡିଜି  ପାହ୍ୟାକୁ ଗଲେ । କେନ୍ଦ୍ରୀୟ ଡେପୁଟେସନରେ  ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ଗଲେ ।

 ଆଇନମନ୍ତ୍ରୀଙ୍କ ସୂଚନା ପ୍ରତିଶୃତି ପୁରା କରିବା ଆମର ଲକ୍ଷ୍ୟ

ଓଡ଼ିଶାର ସଂସ୍କୃତି ଓ ଇତିହାସ ସହିତ ପ୍ରବାସୀ ମାନଙ୍କୁ ଯୋଡ଼ିବା ପ୍ରବାସୀ ଭାରତୀୟ ଦିବସର ମୂଳ ଲକ୍ଷ୍ୟ ଓଡ଼ିଶାରେ ଯେଉଁ ସମ୍ଭାବନା ଅଛି ତାକୁ ଜଣେଇବା ଲାଗି ଆୟୋଜନ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ,ଏହା କିପରି ଠିକ ଢଙ୍ଗରେ ହେବ ସେଥିପାଇଁ ଆମେ ସମସ୍ତେ ଲାଗିଛୁ । ଗତକାଲି

ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ

ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବ୍ୟାରିକେଡ୍ ଭାଙ୍ଗିଲେ ଭକ୍ତ । ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ନେଇ କଠୋର ପ୍ରଶାସନ

ଏବେଠାରୁ କ୍ୟାମେରା ଲେନ୍ସରେ କଏଦ ହେବ ଯାତ୍ରା ମଂଚର ରେର୍କଡ ଡ୍ୟାନ୍ସ । ଆଇଟମ ଡ୍ୟାନ୍ସ ସର୍ତ୍ତମୁଳକ ଅନୁମତି ଦେଇଛି ମାଲକାନଗିରି ପୋଲିସ । ମାଲକାନଗିରି କୋତା ମେଟାଠାରେ ଯାତ୍ରା ମଂଚରେ ସାହୁ ଭାଉଜଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣ ପରେ ଯାତ୍ରା ଆୟୋଜନ କମିଟି ଉପରେ କଟକଣା

ରେଡ୍ ଓ ମାମଲା ନେଇ ୨୦୨୪ର ତଥ୍ୟ ଦେଲା ଭିଜିଲାନ୍ସ

ସାମ୍ନାକୁ ଆସିଲା ଭିଜିଲାନ୍ସର ବିସ୍ପୋରକ ତଥ୍ୟ । ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଇଛି ଦୁର୍ନିତୀ ନିବାରଣ ବିଭାଗ । ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ୧୮୧ ସରକାରୀ ବାବୁଙ୍କ ମଧ୍ୟରୁ ୫୦ କ୍ଲାସ ୱାନ୍

ଚାଷୀଙ୍କ ହକ୍ ପାଇଁ ଲଢ଼ିବି: ନବୀନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ସମୀକ୍ଷା କରିବାର ୨୪ ଘଣ୍ଟା ପରେ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିଲେ। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ସମେତ ଆସିକା, କବିସୂର୍ୟ୍ୟନଗର ଓ

ଫସଲ ହାନୀ ଯୋଗୁ ଉଜୁଡ଼ିଗଲା ସଂସାର; ଜୀବନ ହାରିଲେ ଚାଷୀ

ଏଥରର ଅଦିନିଆ ବର୍ଷା କେବଳ ଯେ ବିଲରୁ ଫସଲ ଧୋଇ ନେଇଛି ତାହା ନୁହେଁ, ଏହା ବହୁ ପରିବାରର ହସଖୁସି ବି ଧୋଇ ନେଇଛି। ଫସଲ ହାନୀ ପାଇଁ ପୁଣି ଥରେ ଉଜୁଡ଼ି ଯାଇଛି ଆଉ ଏକ ସଂସାର। ଏପରି ହୃଦୟ ବିଦାରକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ନିଜ ସୁନା ଫସଲ ପାଣିରେ ପଚୁଥିବା ଦେଖି ସହି

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା; ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଗ୍ରୀନ ସିଗନାଲ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଟିଭି ଓ

ନୂଆ ବର୍ଷକୁ ସ୍ବାଗତ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରୁ ବଢୁଛି ଭିଡ଼। ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ପୁରୀକୁ ଛୁଟୁଛି। ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ବେ ଅସମ୍ଭାଳ ଭିଡ ହେଉଛି । ଏବେ ପୁରୀ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଆଜି ଓ