Odia News Portal

ଧର୍ମପଦ ପୁରସ୍କାର ଘୋଷଣା

ଭୁବନେଶ୍ୱର() ୫ ବର୍ଷ ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହାକୁ ଆଜି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡାଙ୍କୁ…

ଗିରଫ ହେଲେ ବାପ- ପୁଅ

ଭୁବନେଶ୍ୱର()  ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବାପା, ପୁଅ ହାଜର ହୋଇଛନ୍ତି ।…

କମ୍ବିଂ ଅପରେସନ ସମୟରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି() ଏସଓଜି ଓ ଡିଏଫଓ ଯବାନମାନଙ୍କ ମିଳିତ କମ୍ବିଂ ଅପରେସନ ସମୟରେ ମାଲକାନଗିରିର ଯନ୍ତ୍ରୀ ଜଙ୍ଗଲରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଧରାପଡ଼ିଥିବା ନେଇ ଜିଲ୍ଲା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ଯବାନମାନେ ଯେଉଁ ମାଓବାଦୀକୁ ଧରିଛନ୍ତି,…

ଫଟୋରେ ଦିଶୁଛି ଅରୁଣ ବିଜେପି ପାଇଁ ମଧ୍ୟ ଲୋକପ୍ରିୟ ମନ୍ତ୍ରୀ

ଭୁବନେଶ୍ବର () ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ଟିକେ ନିରିଖେଇ ଦେଖନ୍ତୁ । ବୟାନ କରୁଛି ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତି ଥିବା ଭଲପାଇବା । ଅରୁଣଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାକୁ ଆସିଛନ୍ତି ଏହି ଯୁବତୀ ।…

କର୍ମୀଙ୍କ ସୁଖଦୁଃଖ ବୁଝିବା କଣ ଭୁଲ ?

ଭୁବନେଶ୍ୱର() ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ପରୀ ହତ୍ୟାକାଣ୍ଡ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରକୃତ ହତ୍ୟାକାରୀକୁ ନ ଧରି କେସ ର ମୋଡ଼ ବଦଳାଇବାରେ ଲାଗିଛନ୍ତି। ମନ୍ତ୍ରୀ ଅରୁଣ ସାହୁ ଜଣେ ଲୋକପ୍ରିୟ ନେତା ଭାବରେ ସାରା ଓଡିଶା ରେ ପରିଚିତ । ସେ ସଦାବେଳେ ନିଜ କର୍ମୀଙ୍କୁ ଆହ୍ୱାନ ଦିଅନ୍ତି…

SIT ତଦନ୍ତ ଘୋଷଣାରେ ଆମେ ସନ୍ତୁଷ୍ଟ……

ଭୁବନେଶ୍ବର() ଏସ ଆଇ ଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିିିଛନ୍ତି, SIT ତଦନ୍ତ ନେଇ କଂଗ୍ରେସ ଦାବି କରିଥିଲା। କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା। ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ୱରେ ଏସ ଆଇ ଟି…

ବିରୋଧୀ ସୁଯୋଗ ହାତଛଡା କରୁଛନ୍ତି…..

ଭୁବନେଶ୍ୱର () ବିଧାନସଭାରେ କୌଣସି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳର କୌଣସି ଆନ୍ତରିକତା ନାହିଁ ବରଂ ବିଧାନସଭାରେ କେବଳ ନାରାବାଜୀ କରିବା ଏକମାତ୍ର ଲକ୍ଷ୍ୟ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିଧାନସଭାରେ ବିରୋଧୀ ଦଳର ହଙ୍ଗାମା…

କିଛି ଠକେଇ ହୋଇନି, ମୋ ପୁଅର ମାସିକ ଦରମା କୋଟିଏ

ଭୁବନେଶ୍ୱର() କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି ।  ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ମାସିକ ଦରମା କୋଟିଏ ଟଙ୍କା । ବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ ।  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି କହିଛନ୍ତି । ଆଜି…

ଆଜି ଆଉ ୧୪ ମୁଣ୍ଡ ନେଲା କରୋନା, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର()  ଆଜି ୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ ଓ…

ପରୀ ଘଟଣାରେ ଏସଆଇଟି ତଦନ୍ତ ହେବ

ଭୁବନେଶ୍ୱର()   ନୟାଗଡ଼ ପରୀ ହତ୍ୟା ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ପରୀ ହତ୍ୟା ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…