ତପ୍ତପାଣି ଘାଟିରେ ବସ-ଅଟୋ ଧକ୍କା: ୩ମୃତ, ୩୦ ଆହତ, ୧୦ ଗୁରୁତର
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଲକି ନାମକ ଏକ ଟୁରିଷ୍ଟ ବସ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଛି । ଆଜି ସଂଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଯାତ୍ରୀବାହୀ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ ଜଣ ଆହତ…
