ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ
ଖଣ୍ଡଗିରି ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି । ମୃତକ ଜଣଙ୍କ ହେଉଛନ୍ତି, ସଂକଳ୍ପ ମହାନ୍ତି । ସେ ଏକ ସାମ୍ବାଦିକ ଚ୍ୟାନେଲରେ ଡିଜିଟାଲ ସେଲଲରେ ମ୍ୟାନଜମେଣ୍ଟ ଟ୍ରେନି ଭାବରେ କାମ କରୁଥିଲେ । ମୃତ ଯୁବକଙ୍କ ବୟସ ପ୍ରାୟ!-->…
