Odia News Portal

କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ ଲାଇନ ପରିବର୍ତ୍ତନ 

ଭୁବନେଶ୍ବର ()  ଆସନ୍ତା ୧୬ ତାରିଖରେ ପ୍ରକାଶ ପାଇବ ପିଜି ଏଣ୍ଟ୍ରାନ୍ସ ମେରିଟ୍‌ ଲିଷ୍ଟ । କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଟାଇମ୍‌ ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତ ସରକାର । ନଭେମ୍ବର ୧୦ ସୁଦ୍ଧା ସାମ୍ସ ପୋର୍ଟାଲ୍‌ରେ ମାର୍କ ଅପଡେଟ୍‌ କରିବେ ଛାତ୍ରଛାତ୍ରୀ । ଆସନ୍ତା ୧୬ ତାରିଖରେ…

ଗଙ୍ଗାନଦୀରେ ଓଲଟିଲା ଡଙ୍ଗା, ୫ ମୃତ, ୧୫ରୁ ୨୦ ନିଖୋଜ

ଭାଗଲପୁର() ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ମୁତାବକ, ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ସ୍ଥାନୀୟ ଲୋକଙ୍କ…

ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ, ଭୁବନେଶ୍ବରରୁ ସର୍ବାଧିକ

ଭୁବନେଶ୍ବର() ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ନୟାଗଡ଼, ନବରଙ୍ଗପୁରଓ ସମ୍ବଲପୁରରୁ ଜଣେ…

ଆଜି ୧୩୮୫ ପଜିଟିଭ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର() ରାଜ୍ୟରେ ଆଜି ୧୩୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୯୮ ଜଣ ଚିହ୍ନଟ ହୋଇଥିବାବେଳେ ୫୮୭ଟି ଲୋକାଲ କେସ୍‌ ରହିଛି। ନୂତନ…

କରୋନାରେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର() କରୋନାରେ ଚାଲିଗଲା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଜୀବନ । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପ୍ରବୀର ନ୍ୟୁଜ୍ ୧୮ ଓଡ଼ିଆର ଯୁବ ସାମ୍ବାଦିକ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ତଳେ…

ଜାନୁଆରୀ ସୁଦ୍ଧା ଭାରତକୁ ମିଳିବ ଟିକା

ନୂଆଦିଲ୍ଲୀ()  ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ଭାରତରେ ଥିବା ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ…

ଅକ୍ଟୋବରରେ ରେକର୍ଡ ପରିମାଣ ରକ୍ତ ସଂଗ୍ରହ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡିଶା ମୋ ପରିବାର ପକ୍ଷରୁ ଅକ୍ଟୋବର ମାସରେ କେବଳ ୧୧ ହଜାର ୫୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କୋଭିଡ ସଂକ୍ରମିତଙ୍କ ପାଇଁ ଦଳର ଏହି ସାମାଜିକ ୱିଙ୍ଗ ବିଭିନ୍ନ ସ୍ଥାନରେ ସଫଳତାର ସହ ରକ୍ତଦାନ ଶିବିରର ଆୟୋଜନ କରୁଛି ।…

ଜାନୁଆରିରେ ସ୍ଥିତି ହେବ ସାଙ୍ଘାତିକ !

ଭୁବନେଶ୍ୱର() ରାଜ୍ୟରେ କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସମିଟ ଆୟୋଜିତ ହୋଇଯାଇଛି । କୋରୋନା ସ୍ଥିତି ନେଇ ଡାକ୍ତର ନୀରଜ ମିଶ୍ର କହିଛନ୍ତି ଯେ, ‘କଟକଣା କୋହଳ କାରଣରୁ ଆଉ ଥରେ କୋରୋନା ସଂକ୍ରମଣ ହେଉଛି । ଶୀତ ଦିନେ ଭାରତରେ କୋରୋନାର ଦ୍ୱିତୀୟ ଲହରି ସମ୍ଭାବନା ରହୁଛି ।…

ରାଜଧାନୀରୁ ଆଜି ୭୫ ପଜିଟିଭ, ୬୧ ଲୋକାଲ କେସ

ଭୁବନେଶ୍ବର()   ଆଜି ରାଜଧାନୀ ଭୁବନେଶ୍ବରରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୪ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୧ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି…

ରାସ୍ତାକଡରେ ଦୀପ ଦୋକାନ ଖୋଲିବାକୁ ମନା

ଭୁବନେଶ୍ୱର() ରାଜ୍ୟରେ କରୋନା ଲହରୀ ଥିବାରୁ ଅନେକ କଟକଣା ଲାଗୁ ହେଉଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ଦୋକାନ ଖୋଲିବାକୁ ମନା ହୋଇଛି । ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଅନୁମତି ମିଳିବ । ଏନେଇ ଭୁବନେଶ୍ୱର ମହାନିଗର ନିଗମ ବା ବିଏମସି ପକ୍ଷରୁ ସୂଚନା…