Odia News Portal

ଶ୍ରୀମନ୍ଦିରରେ ୫ ଜଣିଆ ASI ଟିମ୍

ପୁରୀ() ଶ୍ରୀମନ୍ଦିରରେ ଅନୁଧ୍ୟାନ ପାଇଁ ଏଏସଆଇର ୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି । ବାଇଶି ପାହାଚ,ଲକ୍ଷ୍ମୀ ମନ୍ଦିରର କରୁଛନ୍ତି ଅନୁଧ୍ୟାନ । ନୂଆ କବାଟ ଓ ରୂପା ଛାଉଣୀ ନେଇ ୭ ପାହାଚ ଦ୍ବାରର କରୁଛନ୍ତି ଯାଞ୍ଚ । ୨୨ ପାହାଚରେ ଫାଟ ଓ ନଷ୍ଟ ହୋଇଥିବା ପଥରର ମରାମତି ନେଇ ସମୀକ୍ଷା ଚାଲିଛି ।…

ବାଲେଶ୍ବର ଓ ତିର୍ତ୍ତୋଲରେ କିଏ ମାରିବ ବାଜି ?

ଭୁବନେଶ୍ବର () ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ପାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଛି । ହେଲେ ମତଦାନ ପରେ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ମିଶାଣ ଫେଡାଣ । କିଏ କେତେ ପାଇବ ଓ କିଏ କେତେ ଭୋଟରେ ଜିତିବ, ଏନେଇ ବିଭିନ୍ନ ସ୍ତରରେ ଚାଲିଛି ତର୍ଜମା । ତେବେ ତୃଣମୂଳ…

ସୁରୁଖୁରୁରେ ଶେଷ ହୋଇଛି ଉପ-ନିର୍ବାଚନ

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ ଲୋହାନୀ କହିଛନ୍ତି ଯେ, ‘ ସୁରୁଖୁରୁରେ ଉପ-ନିର୍ବାଚନ ଶେଷ ହୋଇଛି । ପୋଷ୍ଟାଲ ବାଲାଟ୍ ପାଇଁ…

ବାଲେଶ୍ୱର ଓ ତିର୍ତ୍ତୋଲରେ ନିଶ୍ଚିତ ଜିତିବୁ

ବାଲେଶ୍ୱର() ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି । ୨ ଟି ଆସନେରେ ଆମେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ । ବିଜେଡିକୁ ଲୋକେ…

ଏହି ମାସରେ ସ୍କୁଲ ଖୋଲିବ

ଭୁବନେଶ୍ବର ()  ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହି ମାସରେ ଅର୍ଥାତ୍‌ ନଭେମ୍ବରରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ନବମରୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି…

ଟ୍ରମ୍ପଙ୍କ ଠାରୁ ଆଗରେ ଜୋ ବାଇଡେନ୍

ନୂଆଦିଲ୍ଲୀ()  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି…

ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ବର()  ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ…

ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ପାର

ଭୁବନେଶ୍ବର()   ରାଜ୍ୟରେ ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୮୫୫ ଜଣ ଥିବାବେଳେ ୬୧୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ରେ ପହଁଚିଛି । ସୂଚନା ଓ…

ଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୁଲିସ୍‍ ଓ ତହସିଲଦାର

ଭୁବନେଶ୍ୱର()  ବେଆଇନ୍‍ ନିର୍ମାଣ ଉଚ୍ଛେଦ ପାଇଁ ଅଦାଲତ ଦେଇଥିବ ନିଦେ୍ର୍ଧଶକୁ ପୁଲିସ୍‍ କି ତହସିଲଦାର କେହି ମାନୁ ନାହାନ୍ତି । କ୍ଷେତ୍ର ସ୍ଥଳକୁ ଆସି ବେଆଇନ୍‍ ନିର୍ମାଣ ହଟାଇବା ତ ଦୂରର କଥା ଅଦାଲତର ଚିଠି ପାଇଲାପରେ ବି କେହି ଧରାଛୁଆଁ ଦେଉନାହାନ୍ତି । ଏଭଳି ସ୍ଥିତିରେ ଏବେ ସମସ୍ୟାରେ…

ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ() ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ । ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍‌ ଜୋର ଜବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବାଇ ପୋଲିସ‌ ପାଖରେ କୌଣସି ସମନ୍ କିମ୍ବା କୋର୍ଟ…