Odia News Portal

ପ୍ରଧାନମନ୍ତ୍ରୀ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

କଟକ: ଆଜି ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓଙ୍କ ପରଲୋକ ହୋଇଛି । କଟକ ଏସସିବି କୋଭିଡ୍ ହସ୍ପିଟାଲରେ ପରଲୋକ । ଆଜି ଅପରାହ୍ନ ୪ଟା ୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି | କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରୀ ରାଓ | ତେବେ ସେ

ବିବାହ ବନ୍ଧନରେ ବାନ୍ଧିହେବେ ବରୁଣ !

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଓ ନତାଶାଙ୍କ ବିବାହ ଖବର ସାମ୍ନାକୁ ଆସିଛି । ଦୁହେଁ ଏହି ଜାନୁଆରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ବରୁଣ ଓ ନତାଶା ଗତ ବର୍ଷ ମେ’ ମାସରେ ବିବାହ କରିଥାନ୍ତେ। କିନ୍ତୁ କରୋନା ଏବଂ ଲକଡାଉନ କାରଣରୁ ଉଭୟଙ୍କ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

କଟକ: ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବି କୋଭିଡ୍ ମେଡିକାଲରେ ପରଲୋକ । ଆଜି ଅପରାହ୍ନ ୪ଟା ୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି | କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରୀ ରାଓ | ତେବେ ସେ ବ୍ରେନ

ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ନବାଙ୍କ ବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଆଜି ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ

ଗୋଟିଏ ସ୍ଥାନରେ ତିନି ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ ଛତ୍ରପୁରରେ ସକାଳୁ ୨ ଟି ଦୁର୍ଘଟଣା ଘଟି ସାରିଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଛି । ସକାଳୁ ଏକ ଗ୍ୟାସ୍ କଣ୍ଟେନ୍‌ର ଓଲଟି ପଡ଼ିଥିବା ବେଳେ

ରସିକିଆ ଲୁଟେରା: ୨୬ ମାମଲା ୨୫ ପ୍ରେମିକା !

ଭୁବନେଶ୍ୱର: ରସିକିଆ ଲୁଟେରା, ୨୬ ମାମଲାକୁ ୨୫ଜଣ ପ୍ରେମିକା । ନୟାପଲ୍ଲୀ ତୁଳସୀ ଦେଇ ହତ୍ୟା ଓ ଲୁଟ ମାମଲାରେ ଗିରଫ ଅଭିଯୁକ୍ତ ନାରାୟଣ ମହାନ୍ତିର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି ପୋଲିସ । ତେବେ ରିମାଣ୍ଡ ସମୟରେ କିଛି

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ପରୀ’ର ମା

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀ'ର ମା | ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟ ଗଲେ ପରୀର ମା ସୌଦାମିନୀ | ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌଦାମିନୀ | ତେବେ ନୟାଗଡ଼ ପରି ହତ୍ୟା ମାମଲାରେ

ବ୍ରେନ୍‌ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ସରୋଜ

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଅମଙ୍ଗ | ଆଜି ଏସ୍‌ଆଇଟିର ବ୍ରେନ୍‌ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହୋଇଥିଲା । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଥିଲା