Odia News Portal

ପ୍ରଥମ ଟେଷ୍ଟରେ କ୍ଲିନ୍ ବୋଲଡ୍ ପୃଥ୍ୱୀ ସ’,ସୋସିଆଲ ମିଡିଆରେ ବଢ଼ିଲା ଟ୍ରୋଲ୍

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଛି। ଆଡିଲେଡ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ।ଟେଷ୍ଟ୍ ସିରିଜର ଚୂଡାନ୍ତ ଏକାଦଶରେ ପୃଥ୍ୱୀ ସ’ଙ୍କୁ ସାମିଲ କରାଯାଇଛି । କିନ୍ତୁ ଶୁଭମନ ଗିଲ୍ ଓ କେଏଲ ରାହୁଲଙ୍କୁ ଚୂଡାନ୍ତ

ମାଲକାନଗିରିରେ ଲାଲ୍ ବାହିନୀର ତାଣ୍ଡବ,ଠିକାଦାରଙ୍କୁ ବିଚ୍‌ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା

ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ତାଙ୍କ ବୋଲେରୋ ଗାଡିଟିକୁ ଜାଳି ଦେଇଛନ୍ତି ମାଓବାଦୀ । ମାଲକାନଗିରି ମାଥିଲି ଥାନା ଜନ୍ଦ୍ରାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣକୁ ବିରୋଧ କରି ଠିକାଦାର

କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା,ଜାଣନ୍ତୁ ସାଧାରଣଲୋକଙ୍କୁ କେବେ ମିଳିବ ଟିକା?

ରାଜ୍ୟରେ କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣାରେ ଟିକା।ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବା ବେଳେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ମାଗଣା ଟିକା ମିଳିବା ନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୩ଟି

କ’ଣ ସତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କି ଏକତା ?

ସିରିଏଲ ଓ ଫିଲ୍ମ ନିର୍ମାତା ଏକତା କପୁର ତନବୀର ବୁକୱାଲାଙ୍କ ସହ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋଟି ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘ଆମେ ଏଇଠି ଅଛୁ… ଆପଣମାନଙ୍କୁ ଖୁବ ଶୀଘ୍ର

ପାଠକଙ୍କ ଉପରେ ପ୍ରଶାସନିକ ପାହାର,ମିଳିପାରେ ବାଧ୍ୟତାମୂଳକ ଅବସର

ବରିଷ୍ଠ IFS ଅଭୟକାନ୍ତ ପାଠକଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର । ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ, ୧,୮୨୫ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ରାଜ୍ୟରେ କରୋନାରେ ଚାଲିଯାଇଛି ଆଉ ୫ ଜଣଙ୍କ ଜୀବନ। ରାଜ୍ୟରେ ଦିନ କୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୫୧ ନୂଆ ସଂକ୍ରମିତ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୧୪୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ

ଶିଶୁ ନିଖୋଜ ମାମଲାରେ ଯୋଡି ହେଲା ନୂଆ ନାଁ…କୂଅ ରୁ ମିଳିଲା କାଳିଆ

ରାଜ୍ୟରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଛି |ପ୍ରଥମେ ପରୀ,ତାପରେ ସ୍ଵାତି ଆଉ ଏବେ ୩ ବର୍ଷର ନିଖୋଜ ପୁଅ କାଳିଆର ମୃତଦେହ ଆଜି ଉଦ୍ଧାର ହୋଇଛି | ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ | ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ନିଖୋଜ

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଓଭର ଆରମ୍ଭରୁ ଭାରତକୁ ଜୋରଦାର ଝଟକା

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଯାଇଛି। ଆଡିଲେଡ୍‌ରେ ପିଙ୍କ୍ ବଲରେ ଖେଳାଯାଉଛି ଆଜିର ପ୍ରଥମ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଲାଗିଛି ଜୋରଦାର

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଡେ’ ନାଇଟ ଟେଷ୍ଟ ପାଇଁ ଦଳ ଘୋଷଣା

କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଡେ’ ନାଇଟ ଟେଷ୍ଟ । ଏହି ଡେ’ ନାଇଟ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ୧୧ ଜଣିଆ ଦଳ ଘୋଷଣା ହୋଇସାରିଛି । ପ୍ରଥମ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ପିଙ୍କ୍ ବଲ ଚ୍ୟାଲେଞ୍ଜ ଦେବେ ।