Odia News Portal

ଆଜି ଆଉ ୧୩ ମୁଣ୍ଡ ନେଲା କରୋନା, ପୁରୀରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୩୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀରୁ…

ରାଜ୍ୟରେ ଆଉ ୩୪୯୦ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ପାର

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୮୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ରେଳମନ୍ତ୍ରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଚିଠି

ନୂଆଦିଲ୍ଲୀ() କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟେନ୍’ ଚଳାଚଳ କରିବା ପାଇଁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି । ସେ ଉଲ୍ଲେଖ…

ଟ୍ୱିନସିଟିବାସୀଙ୍କୁ ବୁଧବାର ପର୍ଯ୍ୟନ୍ତ ସମୟ

ଭୁବନେଶ୍ୱର() କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତି ଅଧିକ ସଂଗୀନ ହେଉଛି । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଟ୍ୱିନସିଟିର ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ଏଭଳି ରିପୋର୍ଟ ଦେଇଛନ୍ତି । ଏହାସହ ଭିଡ ଭିତରେ କେମିତି ଲୋକେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଣ ଦେଖା କରୁଛନ୍ତି…

ରାଜଧାନୀରେ ବ୍ୟାଙ୍କ ଲୁଟ

ଭୁବନେଶ୍ୱର() ଖେଳନା ବନ୍ଧୁକ ମୁନରେ ରାଜଧାନୀର ଏକ ବ୍ୟାଙ୍କରୁ ଦୁର୍ବୃତ୍ତ ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ମାତ୍ର ୬ ମିନିଟରେ ଦୁର୍ବୃତ୍ତ ବ୍ୟାଙ୍କରେ ବୁଲାଇଛନ୍ତି କଳାକନା । ଲୁଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ୍ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ । ଭୁବନେଶ୍ୱର…

ଜୀବନ ସହ ଜୀବିକାର ସନ୍ତୁଳନ ଜରୁରୀ

ଭୁବନେଶ୍ୱର() କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଏବେ ଦିନକୁ ପ୍ରାୟ ରାଜ୍ୟରେ ପ୍ରାୟ ୩୫୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୬୦ରୁ ୬୫ହଜାର ନମୁନା ପରୀକ୍ଷା କରାଯାଉଛି । କରୋନା ପାଇଁ କୌଣସି ପ୍ରକାର ଟିକା…

ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର()  ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି  । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛନ୍ତି  । ଆସନ୍ତାମାସରେ ଏହି ପରୀକ୍ଷା ହେବବୋଲି କୁହାଯାଉଛି  । ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା କରିବା…

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର()  ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଛି ।  ୮୨ ବର୍ଷରେ ତାଙ୍କର ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।  ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।  ବିଜୁ ଜନତା ଦଳର ପ୍ରାର୍ଥୀଭାବେ…

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରେନା

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ…

କଙ୍ଗନାଙ୍କୁ Y ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ() ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମିଳିଛି ଓ୍ବାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍କନାଙ୍କୁ ଓ୍ବାଇ ସିକ୍ୟୁରିଟି ପ୍ରଦାନ କରିଛନ୍ତି। କଙ୍ଗନା ଓ ଶିବସେନା ନେତା ସଂଜୟ ରାଓ୍ବତଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା। ସଂଜୟ ତାଙ୍କୁ ମୁମ୍ବାଇ ନ ଆସିବାକୁ…