Odia News Portal

SIT ତଦନ୍ତ ଘୋଷଣାରେ ଆମେ ସନ୍ତୁଷ୍ଟ……

ଭୁବନେଶ୍ବର() ଏସ ଆଇ ଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିିିଛନ୍ତି, SIT ତଦନ୍ତ ନେଇ କଂଗ୍ରେସ ଦାବି କରିଥିଲା। କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା। ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ୱରେ ଏସ ଆଇ ଟି…

ବିରୋଧୀ ସୁଯୋଗ ହାତଛଡା କରୁଛନ୍ତି…..

ଭୁବନେଶ୍ୱର () ବିଧାନସଭାରେ କୌଣସି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳର କୌଣସି ଆନ୍ତରିକତା ନାହିଁ ବରଂ ବିଧାନସଭାରେ କେବଳ ନାରାବାଜୀ କରିବା ଏକମାତ୍ର ଲକ୍ଷ୍ୟ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିଧାନସଭାରେ ବିରୋଧୀ ଦଳର ହଙ୍ଗାମା…

କିଛି ଠକେଇ ହୋଇନି, ମୋ ପୁଅର ମାସିକ ଦରମା କୋଟିଏ

ଭୁବନେଶ୍ୱର() କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି ।  ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ମାସିକ ଦରମା କୋଟିଏ ଟଙ୍କା । ବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ ।  ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି କହିଛନ୍ତି । ଆଜି…

ଆଜି ଆଉ ୧୪ ମୁଣ୍ଡ ନେଲା କରୋନା, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର()  ଆଜି ୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ ଓ…

ପରୀ ଘଟଣାରେ ଏସଆଇଟି ତଦନ୍ତ ହେବ

ଭୁବନେଶ୍ୱର()   ନୟାଗଡ଼ ପରୀ ହତ୍ୟା ମାମଲାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ପରୀ ହତ୍ୟା ମାମଲାର ତଦନ୍ତ ଏସଆଇଟି ଦ୍ୱାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା…

ରାଜ୍ୟରେ ଆଜି ୫୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର()  ରାଜ୍ୟରେ ଆଜି ୫୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବାବେଳେ ୨୫୧ଟି ଲୋକାଲ କେସ୍‌ ରହିଛି। ନୂତନ…

ଗିରଫ ହେବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ

ଭୁବନେଶ୍ୱର() ସାରା ରାତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରୁଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା କରୁଛନ୍ତି । ଏହାପରେ ମେଡିକାଲ ଯାଞ୍ଚ କରାଯିବ । ସଂଧ୍ୟା ପୂର୍ବରୁ ବାପା,…

କହିଁକି ନାଗାର୍ଜୁନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ ? ଜାଣନ୍ତୁ ପୁରା କଥା…

ଆଜି ହେଉଛି ମହା ପ୍ରଭୁଙ୍କ ନାଗାର୍ଜୁନ ବେଶ । ଯାହା ଚଳିତ ବର୍ଷ ପଡ଼ିଛି ଆଉ ଏହି ବେଶ ଦୀର୍ଘ ୨୫ ବର୍ଷ ପରେ ପଡ଼ିଛି । ଶେଷ ଥର ପାଇଁ ଏହା ୧୯୯୫ ମସିହାରେ କରାଯାଇଥିଲା । ତେବେ ଆପଣ ଜାଣନ୍ତି କି ଏହି ବେଶର କଣ ରହିଛି ତାତ୍ପର୍ୟ୍ୟ କାହିଁକି ମହାପ୍ରଭୁ ହୁଅନ୍ତି ନାଗାର୍ଜୁନ ବେଶ । ଆସନ୍ତୁ…

ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ

ପୁରୀ() ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି । ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ବେଶ ଶେଷ ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଝଲସୁଛି ରତ୍ନ ସିଂହାସନ । ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ । ଜଗନ୍ନାଥ ଓ…

ବାପାକୁ କାଟିଦେଲା ପୁଅ, ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିଲା

ଭୁବନେଶ୍ୱର () ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ସାଂଘାତିକ ଠକେଇ ଓ ଜାଲିଆତିର ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । କ୍ରାଇମବ୍ରାଞ୍ଚରେ ହୋଇଛି ଅଭିଯୋଗ । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି ।…