Odia News Portal

ଗୋଟିଏ ଘରୁ ମିଳିଲା ମା’-ପୁଅଙ୍କ ମୃତଦେହ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୂର୍ତୁମା ଗ୍ରାମରେ ଘଟିଛି ଏକ ଅଘଟଣ । ଗୋଟିଏ ଘରୁ ସନ୍ଦେହଜନକ ଭାବେ ମାଆ ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ସଂପର୍କୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ,…

‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ କି ଏହି ଭୋଜପୁରୀ ଅଭିନେତ୍ରୀ ?

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୪’କୁ ଫ୍ୟାନସ୍ ଅନେକ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଗତ ସିଜନର ପପୁଲାରିଟିକୁ ଦେଖି ଏହା ଅନୁମାନ କରିହେଉଛି ଯେ ଏଥିପାଇଁ ଲୋକେ କେତେ ଦିୱାନା । ଶୋର ଟିଜର ନିକଟରେ ଜାରି ହୋଇଥିଲା । ଏହାକୁ ଫ୍ୟାନ୍ସ ଖୁବ୍…

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି…

ପବ-ଜି ବଦଳରେ ଆସୁଛି FAU-G

ନୂଆଦିଲ୍ଲୀ()   ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଯାହାର ନାମ ରହିଛି FAU-G।  ଏହି ଗେମରେ ପବ-ଜି ଭଳି ଆନନ୍ଦ ନେଇପାରିବେ ଖେଳାଳି । ଏହାସହ ଖେଳାଳି ଭାରତର ସୈନିକ ବଳିଦାନର କାହାଣୀ ବି ଜାଣିପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼…

ଜଣେ ମହିଳା ଯାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା ରାଜଧାନୀ ଟ୍ରେନ୍‌

ରାଞ୍ଚି : ଆପଣ କେବେ ଶୁଣିଛନ୍ତି କି ଟ୍ରେନ୍ କେବଳ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି, ଯଦି ତାହା ସତ ନୁହେଁ ତେବେ ମାନି ନିଅନ୍ତୁ କି ଏହା ପ୍ରକୃତରେ ହୋଇଛି। ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନ୍ କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଡାଲ୍ଟନଗଞ୍ଜରୁ ଆଣି ରାଞ୍ଚିରେ ଛାଡିଛି।…

କୋଭିଡ-୧୯ ପରିପ୍ରେକ୍ଷୀରେ ସୋଆ ଏନ୍ଏସ୍ଏସ୍ ର ବିଭିନ୍ନ କାର୍ଯ୍ୟକ୍ରମ

ଭୁୁବନେଶ୍ୱର() କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର ମୁକାବିଲା କରି ଚାଲିଛନ୍ତି । କୋଭିଡ-୧୯ ପ୍ରାଦୁର୍ଭାବ ଆରମ୍ଭ…

ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ହେଉଛି  ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ୱାମୀ…

ଏଲଏସିରେ ସ୍ଥିତି ଖୁବ୍ ଗମ୍ଭୀର : ସେନାମୁଖ୍ୟ ଏମ.ଏମ ନରବଣେ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା।ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସେନା ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଦୁଇ ଦିନିଆ ଲଦାଖ…

ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ

ଭୁବନେଶ୍ୱର() ନଭେମ୍ବରରେ ଅନୁଷ୍ଠିତ ହେବ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ମଧ୍ୟ ଏନେଇ ଇଙ୍ଗିତ ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ଏହି ଉପନିର୍ବାଚନ ହେବବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।…

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ

ମୁମ୍ୱାଇ :  ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଖୋଲା ଚାଲେଞ୍ଜ । ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟ୍ୱିଟ୍‌ ଜରିଆରେ ଜବାବ୍ ଦେଲେ କଙ୍ଗନା ।  ପ୍ରଥମେ ମୁମ୍ୱାଇର ପିଓକେ ସହ ତୁଳନା କରି ସେ ଖୁବ୍‌ ଆଲୋଚନା ପରିସରକୁ ଆସିଥିଲେ । ଏବେ ଏକ ନୂଆ ଟ୍ୱିଟ୍ କରି କଙ୍ଗନା ଆହ୍ୱାନ କରିଛନ୍ତି ସେ…