Odia News Portal

ବିଧାନସଭାରେ ପାରିତ ହେଲା ଆଉ ୫ଟି ବିଲ୍

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ବିଧାନସଭା ମୌସୁମୀ ଅଧିବେଶନ ଶେଷ ହୋଇଛି ।  ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥର ମୌସୁମୀ ଅଧିବେଶନ ୭ ଦିନ  ଚାଲିଥିଲା  ।  ଅଧିବେଶନରେ ୭ ବିଲ୍ ଆଗତ ହୋଇଥିଲା । ଶେଷ ଦିନରେ…

ଜେଏସପିଏଲର ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ

ନୂଆଦିଲ୍ଲୀ() ଆର୍ଥିକ ବର୍ଷ ୨୦୨୦ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୧ ଦ୍ଵିତୀୟ ତ୍ରୈମାସରେ ରେକର୍ଡ ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର ଅଭିବୃଦ୍ଧି ଜାରି ରଖିଛି । ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ…

ତିନି ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଳୀ()   ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ଫିଜିକ୍ସରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ନୋବେଲ୍‌ ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଘୋଷଣା ହୋଇଛି । ସେମାନେ ହେଲେ ରୋଜର ପେନରୋଜ, ରେନହାଡ୍‌ ଗେନ୍‌ଜେଲ୍‌ ଓ ଆଣ୍ଡରେଆ ଗେଜ୍‌ଙ୍କୁ ଫିଜିକ୍ସ ପାଇଁ…

ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ନିଷ୍ପତ୍ତି

ଭୁବନେଶ୍ବର()  ଓଡିଶାରେ ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର କରାଯିବ । ଅକ୍ଟୋବରର କରୋନା ସ୍ଥିତି ଦେଖି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ…

ଘୁଞ୍ଚିଲା ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି

ନୂଆଦିଲ୍ଲୀ()  ସୁପ୍ରିମକୋର୍ଟରେ ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚିଛି । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ହେବ । ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ହୋଇଛି । ୟୁପି ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ…

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ

ଭୁବନେଶ୍ୱର() ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଜି ପାରିତ ହୋଇଛି । ଗୃହରେ ୪ ଦିନ ବିତର୍କ ପରେ ବାଚନିକ ଭୋଟରେ ବିଲ୍ ପାରିତ ହୋଇଛି । ଏଣିକି ଗୋଟିଏ ଆଇନରେ ସମସ୍ତ ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ପରିଚାଳିତ ହେବ ।…

ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ

ଭୁବନେଶ୍ୱର()  ଓଡ଼ିଶାରେ ନିରପେକ୍ଷତା ଓ ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ ବୋଲି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।  ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ଆଜି ଗୃହରେ ନିଜର ବିବୃତି ରଖିବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ଭିସି…

ପାୟଲଙ୍କ ବିରୋଧରେ ୧.୧ କୋଟିର ମାନହାନୀ ମକଦ୍ଦମା ରୁଜୁ

ମୁମ୍ବାଇ() ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏବେ ନିଜେ ମାନହାନୀ ମାମଲାରେ ଫସିଯାଇଛନ୍ତି। ଅଭିନେତ୍ରୀ ରିଚା ଚଢ଼ା ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ଏହି…

କରୋନାରେ ଆଉ ୧୬ ଜଣଙ୍କର ମୃତ୍ୟୁ, ବାଲେଶ୍ୱରରୁ ସର୍ବାଧିକ

ଭୁବନେଶ୍ବର() ଆଜି ରାଜ୍ୟରେ ୨୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ

ଭୋଗରାଇ () ବାଲେଶ୍ବରର ପୂର୍ବତନ ସାଂସଦ ତଥା ଭୋଗରାଇ ପୂର୍ବତନ ବିଧାୟକ ତଥା ସୁଲେଖକ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସରେ ଭୁବନେଶ୍ବର ନିଆ ଯାଉଥିବାବେଳେ ରାତି ୧୨ଟା ୪୦ ମିନିଟରେ ଭଦ୍ରକ ନିକଟରେ ସେ ଶେଷ ନିଶ୍ବାସ…