ନୂଆ ଜେଲ ମାନୁଆଲ୍ କାର୍ଯ୍ୟକାରୀ
ଭୁବନେଶ୍ୱର() ସରକାରଙ୍କ ଅନୁମୋଦନ ପରେ ଲାଗୁ ହୋଇଛି ନୂଆ ଜେଲ୍ ମାନୁଆଲ । ସରକାରଙ୍କ ଅନୁମୋଦନ ପରେ ନୂଆ ଜେଲ ମାନୁଆଲ ଲାଗୁ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ଏହି ମାନୁଆଲ । ନୂଆ ମାନୁଆଲରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ଗୁରୁତ୍ୱ…
