Odia News Portal

ଭାରତ ଛାଡିପାରେ Harley Davidson ବାଇକ୍‌ କମ୍ପାନୀ

ହାଇ-ଏଣ୍ଡ୍ କ୍ରୁଜର ବାଇକ୍ ନିର୍ମାତା ହାର୍ଲେ ଡେଭିଡ୍ସନ୍ ଭାରତ ବଜାରରେ ୧୦ ବର୍ଷ କାରବାର କରିବା ପରେ ଏବେ କାରବାରକୁ ବନ୍ଦ କରିଦେଇପାରେ। ବିକ୍ରି ଦୁର୍ବଳ ରହିଥିବାବେଳେ ଆଗକୁ ବଜାରରେ ସୁଧାର ଆଶା କମ୍‌ ଥିବାରୁ କମ୍ପାନି ଏହା ଉପରେ ବିଚାର କରୁଥିବା ଏକ ରିପୋର୍ଟରୁ ଜଣାଯାଇଛି। ହରିୟାଣାର…

ତୁଳସୀ ପତ୍ରର ମାନବୃଦ୍ଧି ଏବଂ ଜୈବିକ ଚାଷ ନେଇ ସୋଆରେ ଗବେଷଣା

ଭୁବନେଶ୍ୱର() ଠାକୁର ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବା ପବିତ୍ର ତୁଳସୀ ପତ୍ର ମନୁଷ୍ୟ ଜାତିର ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ମହାମାରୀର ମୁକାବିଲା ପାଇଁ ସହାୟକ ହୋଇପାରେ ତୁଳସୀ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ…

ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ଏହି ବର୍ଷା ବିତ୍ପାତରେ ରାଜ୍ୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । ମୃତକଙ୍କ ମଧ୍ୟରେ…

ଟେଷ୍ଟିଂରେ ୨ୟ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ() ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଅଧିକ ଟେଷ୍ଟିଂ ଦ୍ୱାରା ହିଁ ଏହି ମହାମାରୀର ମୁକାବିଲା କରାଯାଇପାରିବ । ଏନେଇ ସାରା ଦେଶରେ ଟେଷ୍ଟିଂ ଜୋରାଦାର ଚାଲିଛି । ତେବେ ଦେଶରେ ଦୈନିକ କରୋନା…

ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ

ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲକ୍ଷ୍ୟ ଫାଉଣ୍ଡେସନ୍ ତରଫରୁ କୋଭିଡ଼ ଯୋଦ୍ଧଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭୁବନେଶ୍ୱରର ୟୂନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୪୦ଜଣ କରୋନା ଯୋଦ୍ଧା (ସାମ୍ବାଦିକ)ଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ…

ସ୍କୁଲରେ କିଭଳି ପୂଜା ହେବ ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ

ଭୁବନେଶ୍ବର() ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସ୍କୁଲରେ କିଭଳି ପୂଜା ହେବ, ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ ବୋଲି ମନ୍ତ୍ରୀ କହିଛନ୍ତି । ଘରେ…

ଏଣିକି ୧ଟଙ୍କାରେ କିଣି ପାରିବେ ସୁନା

ନୂଆଦିଲ୍ଲୀ () ଇ-କମର୍ସର ଦିଗ୍ଗଜ କମ୍ପାନୀ ଆମାଜନ୍ ଇଣ୍ଡିଆର ପେମେଣ୍ଟ ସର୍ଭିସେଜ ଆର୍ମ ଆମାଜନ୍ ପେ ଗ୍ରାହକଙ୍କ ପାଇଁ ଏକ ଶାନଦାର ଫିଚର ଲଞ୍ଚ କରିଛି। ଏହି ଫିଚରର ନାଁ ‘ଗୋଲ୍ଡ ଭାଲ୍ଟ’ ରଖାଯାଇଛି। ଏହା ଏପରି ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ୍ ସୁନା କିଣିବାକୁ ଅଫର ଦେଇଥାଏ। ଆମାଜନର…

ଜାଣନ୍ତୁ ଯୁକ୍ତ ଦୁଇ ପାଇଁ କିଭଳି କରିବେ ଆବେଦନ

ଭୁବନେଶ୍ୱର() ଆଜିଠାରୁ  ଆରମ୍ଭ  ଯୁକ୍ତ ଦୁଇ ନାମଲେଖା । ଅନଲାଇନ ମାଧ୍ୟମରେ ଏହି ସବୁ ପ୍ରକ୍ରିୟା ସମ୍ପାଦିତ ହେବ । ଆସନ୍ତୁ ଜାଣିବା କିଭଳି ଆବେଦନ କରାଯିବ । ୧. ପ୍ରଥମେ ସାମସ ଓଡ଼ିଶା ପୋର୍ଟାଲ ଖୋଲନ୍ତୁ । ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ୨. ଏହା ପରେ ହାଏର…

ହ୍ରାସ ପାଇଲା ସୁନାଦର

ଭୁବନେଶ୍ବର() ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ଦଶ ଗ୍ରାମ ପ୍ରତି ୫୨,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ଟଙ୍କା ରହିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦଶ ଗ୍ରାମ ସୁନାଦର ୬୦ ହଜାର ଟଙ୍କାରୁ କମ୍ ରହିଛି ।…

ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ()  ମାର୍ଚ୍ଚ ମାସରେ ବନ୍ଦ ରହିଥିବା ଉଚ୍ଛେଦ ପ୍ରକ୍ରିୟା ପୁଣି ଶୁକ୍ରବାର ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।ଉପଜିଲାପାଳଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କାର୍ଯ୍ୟ ବାସେଳିସାହି ମୌଜାରୁ କରାଯାଉଛି । ୭୫…