Odia News Portal

ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ଅନୁସୁଚିତ ଜାତି ସେଲ୍ ର ଦିତୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁସୁଚିତ ଜାତି ସେଲ୍ ଆବାହକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ, ରାଜ୍ୟ ବିଜେଡି କାର୍ଯ୍ଯାଳୟ ଆୟୋଜିତ ଏହି ବୈଠକରେ ସବୁ ଜିଲ୍ଲାର…

ଆସନ୍ତୁ ଜାଣିଵା କିଡ୍‌ନୀ ‍କିପରି କ୍ଷତି କରି ପାରେ

?୧, କିଡ୍‌ନୀକୁ ‍କ୍ଷତି ପହଞ୍ଚାଉଥିବା ପ୍ରଥମ ବଦ୍‌ ଅଭ୍ୟାସ ହେଉଛି, ପାଣି କମ୍‌ ପିଇବା। ଅନାବଶ୍ୟକ ବା ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ ଶରୀରରେ ଯଥେଷ୍ଟ ପରିମାଣର ପାଣି ରହିବା ଆବଶ୍ୟକ। କମ୍‌ ପାଣି ପିଇବା ହେତୁ ଶରୀରରେ ଜଳୀୟ ଅଂଶ କମିଯାଏ। ଫଳରେ ଶରୀର ହାଇଡ୍ରେଟ୍‌ ରୁହେ ନାହିଁ।…

ଚାଲିଲା କଂଗ୍ରେସ ଓ ବିଜେପି ମଧ୍ୟରେ ଟଣାଓଟରା ! ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର୍‌ ରିଲିଜ୍‌ ହେବା ପରେ କେନ୍ଦ୍ର ରାଜନୀତି ଜୋର୍‌ ଧରିଛି। ଚଳଚ୍ଚିତ୍ରକୁ ନେଇ ଚିନ୍ତିତ ହୋଇ ପଡ଼ିଛି କଂଗ୍ରେସ। କିପରି ଭାବେ ଡ. ସିଂହଙ୍କୁ…

ସୁନାଦର ବଢିଲା, ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଦେଶରେ ସୁନା ଚାହିଦା ବଢିଛି । ଏହା ସହିତ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଏହା ଫଳରେ ସୁନା ଦର ଆଜି ୧୦ ଗ୍ରାମ ପିଛା ୧୭୦ ଟଙ୍କା ବୃଦ୍ଧି ପାଇଛି ଓ ରୁପା ମଧ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇଛି । ଏହି…

ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ଫାଶୀ: ଅଧ୍ୟାଦେଶ ଉପରେ ମୋହର ଲଗାଇଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ଏଣିକି ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନ୍‌ ଉପରେ କେନ୍ଦ୍ର କ୍ୟାବିନେଟ୍‌ ଆଜି ନିଜର ମୋହର ଲଗାଇଛନ୍ତି। ପର୍ବରୁ କେନ୍ଦ୍ର ସରକାର ପୋକ୍‌ସୋ ଆଇନ୍‌ ବଳରେ ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଗତ ଅପ୍ରେଲ…

ଜାନୁଆରୀ ୧୬ ବଲାଙ୍ଗିର ଆସିଵେ ନରେନ୍ଦ୍ର ମୋଦି

ଆସନ୍ତା ଜାନୁଆରୀ ୧୬ ତାରିଖରେ ବଲାଙ୍ଗିର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ସେ ଏକ ସ୍ୱାଭିମାନ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ବିଜେପିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ବଲାଙ୍ଗିରକୁ…

କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି। ଏକାଠି ହୋଇ ନିର୍ବାଚନ ଲଢିବାକୁ ଆହ୍ଵାନ। କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ କାର‌୍ୟ୍ୟାଳୟରେ ପତାକା ଉତ୍ତୋଳନ…

୧୫୧ ରନ ରେ ଅଟକିଲା ଅଷ୍ଟ୍ରେଲିଆ

ମେଲବୋର୍ନ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ତଥା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୪୪୩ ରନ୍‌ ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭ୍ରମଣକାରୀ ଭାରତ ପ୍ରଥମ…

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି।ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍‌ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା।…

ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା

ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା ଘଟି ତିନି ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍‌ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇ ଓ ସେମାନଙ୍କ ପରିବାର ଯାଉଥିବା ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲଟି ରେଲିଙ୍ଗ୍‌ ଦେଇ ପୋଲ ତଳକୁ ଖସିପଡ଼ିଥିଲା। ଆଇସ୍‌ଲାଣ୍ଡ୍‌ ପୁଲିସ କହିଛି ମୃତ ବ୍ୟକ୍ତିଙ୍କ ମଧ୍ୟରେ…