ରାଜ୍ୟର ୩ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା
ଭୁବନେଶ୍ବର() ରାଜ୍ୟରେ ଆଜି ୧୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୯୬ ଜଣ ଚିହ୍ନଟ ହୋଇଥିବାବେଳେ ୫୭୬ଟି ଲୋକାଲ କେସ୍ ରହିଛି। ନୂତନ…
