ଜେଏସପିଏଲର ଟି ଆର ବି ଖଣି କୁ ଫିମି ଉତ୍କୃଷ୍ଟତା ପୁରସ୍କାର
ଟେନସା() ସୁନ୍ଦରଗଡ଼ ଜିଲ୍ଲା ଟେନସା ଠାରେ ଥିବା ଜିନ୍ଦଲ୍ ଷ୍ଟିଲ ଏଣ୍ଡ୍ ପାୱIର ଲିମିଟେଡ୍ (ଜେଏସପିଏଲ୍) ର ଟି ଆର ବି ଲୌହ ଖଣି ଫିମି ଉତ୍କୃଷ୍ଟତା ପୁରସ୍କାର ଲାଭ କରିଛି । ଉତ୍ତମ ଖଣି ପରିଚାଳନା ସହ ପରିବେଶ ସନ୍ତୁଳନ ଏବଂ ସବୁ କ୍ଷେତ୍ର ରେ ପାରଦର୍ଶୀତା ପାଇଁ ଫେଡେରେସନ ଅଫ ଇଣ୍ଡିଆନ…
