Odia News Portal

ଆଜି ଆଉ ୨୬୦୪ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୬୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ…

୨୬ରେ ଦୀଲ୍ଳିପଙ୍କ ଦଣ୍ଡ ଶୁଣାଣି

ଭୁବନେଶ୍ୱର()  କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀଲ୍ଳିପ ରାୟଙ୍କ ଦଣ୍ଡ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚାଯାଇଛି । ୧୯୯୯ ମସିହାରେ କେନ୍ଦ୍ର ମନ୍ତ୍ରୀ ରହିଥିବା ସମୟରେ ଝାରଖଣ୍ଡରେ ହୋଇଥିବା ଏକ କୋଇଲା ଖଣି ଆବଣ୍ଟନ ମାମଲାରେ…

ବସକୁ ୫ ଲକ୍ଷ ୬୬ ହଜାର ଜରିମାନା

ଭୁବନେଶ୍ୱର()  ରାଜ୍ୟରେ ଏକ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା କରାଯାଇଛି । ବସ୍ ନମ୍ବର OD10E0404କୁ ଜରିମାନା କରିଛି ଆରଟିଓ ୨ ଭୁବନେଶ୍ୱର ।  କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଯାତ୍ରୀବାହି ବସଟିକୁ ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଜରିମାନା ପ୍ରଦାନ କରାଯାଇଛି ।…

ପ୍ରାର୍ଥୀ ଘୋଷଣା ପରେ ସୋସିଆଲ ମିଡଆରେ ଯୁଦ୍ଧ ଆରମ୍ଭ

ଭୁବନେଶ୍ୱର() ଦୁଇ ଉପନିର୍ବାଚନ ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ଆରମ୍ଭ ହୋଇଯାଇଛି ସୋସିଆଲ ମିଡିଆ ଯୁଦ୍ଧ । ସଭାସମିତି ପ୍ରଚାରକୁ କରୋନା ଭୟ ଗୋଡାଉ ଥିବାବେଳେ ନେତା ଓ କର୍ମୀମାନେ ଏବେ ସୋସିଆଲ ମିଡିଆରେ ପରସ୍ପରର ଗୋହି ଖୋଳିବା ଆରମ୍ଭ କରିଦେଇଛନ୍ତି । ତେବେ ଏଥିରେ ନିଜ ଦଳର…

୨୫ ବର୍ଷ ପରେ ପୋଲିସ୍‌ କନେଷ୍ଟବଳକୁ ମିଳିଲା ନ୍ୟାୟ

ଭୁବନେଶ୍ବର()  ଦୀର୍ଘ ୨୫ ବର୍ଷ ପରେ ପୋଲିସ୍‌ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍‌ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ ୨୫ ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର ୨୫ ବର୍ଷ ପରେ ତାଙ୍କୁ…

ଲଗାଣ ବର୍ଷା ଯୋଗୁଁ ପାହାଡ଼ ଧସିଲା, ଭାସିଗଲା ବ୍ରିଜ୍‌

ବ୍ରହ୍ମପୁର()  ଲଗାଣ ବର୍ଷା ଯୋଗୁଁ ସୋରଡା ବ୍ଲକ ବରଦା ପଞ୍ଚାୟତର ଖାରିଗୁଡାରେ ନିର୍ମିତ ବ୍ରିଜ୍‌ ଭାସିଯାଇଛି । ଫଳରେ ୧୫ ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରିଜ୍‌ଟି ଗୋକୁଳପୁର-ଖାରିଗୁଡାକୁ ସଂଯୋଗ କରୁଥିଲା । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ…

୧୫ ଅକ୍ଟୋବରରୁ ଖୋଲିବ ସିନେମା ହଲ୍ ଓ ଥିଏଟର

୧୫ ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାରି ମଧ୍ୟରେ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି…

ରାଜଧାନୀରୁ ଆଉ ୨୮୧ ଆକ୍ରାନ୍ତ ଚିହ୍ନଟ, ୧୯୨ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ୨୮୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୮୯ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୯୨ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି । ବିଜେବି ନଗର, ଚନ୍ଦ୍ରଶେଖରପୁରରୁ ୯ ଜଣ ଲେଖାଏଁ ରହିଥିବାବେଳେ…

ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର() ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ସକାଳ ଯାଏଁ ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ପୁଣି ବ୍ୟାଙ୍କରୁ ୨୦ ଲକ୍ଷ ଲୁଟ୍‌

ଭୋଗରାଇ()  ବ୍ୟାଙ୍କ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି । ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟି ନେଇଛନ୍ତି । ୬ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ…