Odia News Portal

ତେଲ ଟାଙ୍କି ଭିତରୁ ୭୨ କେଜି ଗଞ୍ଜେଇ ଜବତ

କନ୍ଧମାଳ : ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚାଲାଣ। କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରୁ ବୌଦ୍ଧ ଜିଲ୍ଲାକୁ ଏକ ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚଲାଣ ହେଉଥିବା ବେଳେ ଜବତ କଲା ସଦର ପୋଲିସ । ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ସଦର ପୋଲିସ ।…

ବାଲୁକାକଳା ମାଧ୍ୟମରେ ସ୍ୱାଧୀନତାର ଶୁଭେଚ୍ଛା

ପୁରୀ : ବାଲୁକାକଳା ମାଧ୍ୟମରେ ସ୍ୱାଧୀନତାର ଶୁଭେଚ୍ଛା । ୭୪ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ଦେଶର ସମସ୍ତ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଯବାନଙ୍କ ସମେତ କରୋନା ମହାମାରୀ ସମୟରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଭାଗ୍ୟସ୍ଥାନ ଏକାଧିକ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥିବାରୁ କର୍ମକ୍ଷେତ୍ରରେ ସୌଭାଗ୍ୟଜନକ ସଫଳତା ପାଇବେ। କିନ୍ତୁ ଦ୍ୱିଜା ନକ୍ଷତ୍ରକୁ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡିପାରେ। ଯାତ୍ରାରୁ ସୁଫଳ ପାଇବେ ଏବଂ ସାମାଜିକ ସ୍ଥିତି ସୁଦୃଢ ରହିବ। ଈର୍ଷାକରି ନିକଟ ସମ୍ପର୍କୀୟମାନେ…

ସୁରକ୍ଷା ଓ ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷା ଏବଂ ରୋଟାରୀ କ୍ଲବ ସେିନିୟାଲ୍ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ସୁରକ୍ଷା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସୁରକ୍ଷା\'ର ସଭାନେତ୍ରୀ ବନ୍ଦନା ପାଙ୍କ ପ୍ରତ୍ୟେକ୍ଷ ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସନସାଇନ ଯୁବା ସଂଗଠନର ନିଆରା ପ୍ରୟାସ

ଭୁବନେଶ୍ଵର : ଆଜି ସନସାଇନ ଯୁବ ସଂଗଠନ ଓ BMC ମିଳିତ ସହଯୋଗରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ସହ ଯୁଵା ସଂଗଠନ ତରଫରୁ ଵୃକ୍ଷରୋପଣ ସହ କରୋନା ସମୟରେ ସାହାଯ୍ୟ ଓ ସହଯୋଗ କରିଥିବା ଅମୀୟ ଦାସ, ଅମରେନ୍ଦ୍ର…

ବାଲିରେ ୧୦୧ ସ୍ୱାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ

ଜଳେଶ୍ୱର : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ ବାଲିରେ ୧୦୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ବାଲୁକା ଶିଳ୍ପୀ ଅଜୟ ୧୦ ଫୁଟ ଉଚ୍ଚତାରେ ୧୦୧ ଜଣ ସ୍ୱାଧୀନତା ସଂଗ୍ରୀମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ଏହାକୁ ସେ ୨ ଦିନ ଧରି…

ଭାରତକୁ ପୁଣି ଫେରିବ TikTok

ନୂଆଦିଲ୍ଲୀ : ୟୁଜର ହିସାବରେ ଟିକ୍‌ଟକ୍‌ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ତେବେ ସୀମା ବିବାଦ ମଧ୍ୟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇବା ପରେ ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ଚିନ୍ତାରେ । କିଭଳି ପୁଣି ଭାରତ ବଜାରରେ ପ୍ରବେଶ କରିବ ଏହା ବାଟ ଖୋଜୁଛି । ଏଭଳି କ୍ଷେତ୍ରରେ ଭାରତ କାରବାରକୁ…

ATM ଲୁଟେରାଙ୍କୁ ଧରିଲା ପୋଲିସ

ଅନୁଗୋଳ : ୭ ଜଣ ଅନ୍ତ ରାଜ୍ୟ ATM ଲୁଟେରା ଗ୍ୟାଙ୍ଗକୁ ଧରିଲା ଅନଗୁଳ ପୋଲିସ। ସେମାନଙ୍କୁ ଛତିଶଗଡ଼ରୁ ଗିରଫ କରିଛି ପୋଲିସ। ସେମାନେ ସବୁ ହରିୟାଣାର ଲୋକ। ସେମାନଙ୍କ ଠାରୁ ୧୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସେମାନେ ଅନୁଗୁଳ କରଡାଗାଡ଼ିଆ ATM କୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ…

କରୋନାକୁ ହରାଇଲେ ଶାହ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବାରୁ ଏବଂ ତାଙ୍କ…

ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକରଲେ ଗାଁ ରୁ ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା। ଗତକାଲି ବିଳମ୍ବିତ ରାତିରେ ଗାଁର ଦୁଲ୍ଲର୍ଭ ପ୍ରଧାନଙ୍କ ଘର ପାହାଚ ତଳୁ ଏହି ବଜ୍ରକାପ୍ତା ମିଳିଛି। ପ୍ରଥମେ ଦୁଲ୍ଲର୍ଭ ଏହାକୁ ଦେଖି ଡରିଯିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ।…