Odia News Portal

ପୁଣି ମାନବିକତା ଦେଖାଇଲେ ବିଧାୟକ

ବ୍ରହ୍ମପୁର : ବ୍ରହ୍ମପୁର କପିଳେଶ୍ବର ପେଟ୍ଟା ଛକ ନିକଟରେ ରହୁଥିବା ଅସହାୟ ଗରୀବ ଅବିବାହିତା ମହିଳା ସରସ୍ବତୀ ସାହୁ ବୟସ ପ୍ରାୟ ୭୦ ବର୍ଷ । ଆଜି ତାଙ୍କରି ଅକାଳ ବିୟୋଗ ଘଟିଲା । କାଳେ କରୋନା ହୋଇଥିବ ଭାବି ତାଙ୍କରି କେହି ସମ୍ପର୍କୀୟ ସେହି ଜାଗାକୁ ଆସିଲେ ନାହିଁ । ଏହି ଖବର ବ୍ରହ୍ମପୁର…

ଭୁବନେଶ୍ୱରରୁ ଆଉ ୧୯୦ କରୋନା ପଜିଟିଭ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ସୁରେଶ ପୂଜାରୀଙ୍କୁ କରୋନା

ଭୁବନେଶ୍ୱର () ବରଗଡ଼ ସାଂସଦ ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ କରୋନା । ତାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ହେଲେ ଟେଷ୍ଟ ପରେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି ।ସୁରେଶ ପୂଜାରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍‌ ଆଇସେଲେସନରେ…

ଭୁବନେଶ୍ୱରରେ ୧୦ ଦିନରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିିି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ । ସେ କହିିଛନ୍ତି ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି ।…

ଗଞ୍ଜାମରେ କରୋନା ରିକଭରି ରେଟ ୭୮%

ଗଞ୍ଜାମ() ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ‘ଗଞ୍ଜାମରେ କରୋନା ରିକଭରି ରେଟ ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ…

କେବଳ ୨୨୫ଟଙ୍କାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ ଜାରି ରହିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଭାରତରେ ଗରିବ ଓ ମଧ୍ୟବିତ୍ତ…

ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି

ଭୁବନେଶ୍ୱର() ରାଜ୍ୟ ସରକାର ପୁଣି ଘରୋଇ ହସପିଟାଲ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । କେବଳ ସ୍ୱତନ୍ତ୍ର କୋଭିଡ୍ ହସପିଟାଲ ନୁହଁ, ଏଣିକି ରାଜ୍ୟର ଘରୋଇ ହସପିଟାଲ ଗୁଡିକ ମଧ୍ୟ କରୋନା ସଂକ୍ରମିତଙ୍କୁ ଚିିକିତ୍ସା ଯୋଗାଇଦେବେ । ୩୦ରୁ ଅଧିକ ଶଯ୍ୟା ବ୍ୟବସ୍ଥା ଥିବା ଘରୋଇ ହସପିଟାଲ…

ଉପବାଚସ୍ପତିଙ୍କ ପୁଅ ବିରୋଧରେ ଏତଲା

ଅଡୁଆରେ ଉପବାଚସ୍ପତିଙ୍କ ପୁଅ । ନିୟମ ନମାନିବାରୁ ଥାନାରେ ଏତଲା ଦାୟର ହୋଇଛି । ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁଣାଭ ସିଂହ କୋଭିଡ଼ ଆଇନକୁ ଉଲ୍ଲଘଂନ କରିଥିବା ନେଇ ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଶୁକ୍ରବାର ରାତିରେ ଏତଲା…

ଆଜିଠାରୁ ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁୁବନେଶ୍ୱର() ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ରହିଥିବା ମୌସୁମୀ ଟ୍ରଫ୍‌ ଏବେ ଝାଡ଼ଖଣ୍ଡରୁ ଉତ୍ତର-ପୂର୍ବ ବଙ୍ଗୋ‌ପସାଗରମୁହାଁ ହୋଇଛି। ଏହା ସହ ଏକ ଟ୍ରଫ୍‌ଲାଇନ୍‌ ଗୁଜରାଟରୁ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଛି। ଏହା…

କରୋନା ମୁକାବିଲାରେ ଆଗଧାଡିରେ ସୋଆ

ଭୁୁବନେଶ୍ୱର() ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ…