୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ରିୟା
ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜେଲରେ ରହିବେ। ସ୍ପେଶାଲ ଏନଡିପିଏସ୍ କୋର୍ଟ ରିୟାଙ୍କୁ ବିଚାର ବିଭାଗୀୟ ଅବଧିକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ସେଭଳି ଜାମିନ୍ ପାଇଁ ରିୟା ଓ ତାଙ୍କ ଭାଇ…
