Odia News Portal

ଗାନ୍ଧି ଜୟନ୍ତୀରୁ ବ୍ୟାଙ୍କ୍ ଖାତାକୁ ଯିବ ମଜୁରୀ

ଭୁବନେଶ୍ୱର() ରାଜ୍ୟର ଶ୍ରମିକମାନଙ୍କ ପାଇଁ ବଡ଼ ଖବର । ଆସନ୍ତା ଗାନ୍ଧି ଜୟନ୍ତୀରୁ ସେମାନେ ଆଉ ଠକାମିର ଶିକାର ହେବେନି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀରୁ କେହି କମ୍‌ ମଜୁରୀ ପାଇବେନି । ତାଙ୍କ ମଜୁରୀରେ ଠିକାଦାର କି କୌଣସି ଅସାଧୁ କର୍ମଚାରୀ ଭାଗ ବସାଇବେନି । ସେମାନଙ୍କ ହକ୍‌…

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର()  ଓଡ଼ିଶାର ୪ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ । ଦୁଇଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍‌ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବେ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ…

ବିଧାୟକ ଆଦିତ୍ୟ ମାଢୀଙ୍କୁ କରୋନା

ଭୁବନେଶ୍ୱର() ପୁଣି ଜଣେ ରାଜନେତା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ସେ କରୋନା ପଜିଟିଭ ଚିହ୍ନଟ ପରେ  ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୨୯୨୦ଜଣ କରୋନା…

୨୭ରେ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର() ବିଧାନସଭା ଅଧିବେଶନ ନେଇ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ । ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ ।୨୭ ଓ ୨୮ ତାରିଖରେ ଦୁଇ ଦିନ ଧରି କୋଭିଡ ଟେଷ୍ଟ ହେବ । ସକାଳ ସାଢେ ୭ଟାରୁ ୯ଟା…

ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ, ଆରମ୍ଭ ହେଲା କିଚେନ ଗାର୍ଡେନ କନସେପ୍ଟ

ଭୁବନେଶ୍ୱର() ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ । ଏଣିକି ସ୍କୁଲ ପରିସରରେ ହେବ ପନିପରିବା ଚାଷ । ଉତ୍ପାଦିତ ପନିପରିବାରୁ ହିଁ ପ୍ରସ୍ତୁତ ହେବ ମଧ୍ୟାହ୍ନ ଭୋଜନ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ କନସେପ୍ଟ । ନୂଆ ଯୋଜନା…

କାହିଁକି ବିଶ୍ୱକର୍ମା ପୂଜାରେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ, ଜାଣନ୍ତୁ

ଭୁବନେଶ୍ୱର()  ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା। ତ୍ୱଷ୍ଟା ନାମରେ ସେ ବିଦିତ।ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ସେ ମହାଜ୍ଞାନୀ, କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର,ତେଜସ୍ୱୀ କାମଦେବଙ୍କ ପରି…

ବିଏମସିକୁ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କଲେ କଙ୍ଗନା

ମୁମ୍ବାଇ() ବେଆଇନ୍ ଘର ଭାଂଗିଲ , ୨ କୋଟି ଟଙ୍କା କ୍ଷତିଭରଣା ଦିଅ । ବିଏମସି ଆଗରେ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କରିଛନ୍ତି କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମସି ଠାରୁ କ୍ଷତିଭରଣା ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଆସୁଛି ଆଉ ଏକ ଲଘୁଚାପ,୨୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଆସନ୍ତା ୨୦ରେ ଆସୁଛି ଆଉ ଏକ ଲଘୁଚାପ  । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି  । ଫଳରେ ୨୦ ଓ ୨୧…

କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ୨

ଭୁବନେଶ୍ବର() ଆଜି ରାଜ୍ୟରେ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀ ଓ…

ଆଜି ବି ୪ ହଜାର ପାର, ଖୋର୍ଦ୍ଧାରୁ ସର୍ବାଧିକ ୮୭୬

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ …