Odia News Portal

ଆଜି ରାଜ୍ୟରେ ୧୦ ଜଣଙ୍କ ପ୍ରାଣ ନେଇଛି ମାରାତ୍ମକ କରୋନା

ଭୁବନେଶ୍ଵର : ଆଜି ରାଜ୍ୟରେ କରୋନା ୧୦ ଜଣଙ୍କ ଜୀବନ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପଜିଟିଭ ଚିହ୍ନଟ ହେବା ପରେ ଏହି ମାନେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଇ…

ଆଜି ପୁଣି ୧୪୩୪ ନୂଆ ପଜିଟିଭ୍ କେସ୍

ଭୁବନେଶ୍ଵର :  ଆଜି  ପୁଣି ୧୪ ଶହ ପାରକଲା  କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୧୪୩୪ ନୂଆ ଆକ୍ରାନ୍ତ। ଏଥିରୁ  କ୍ବାରେଣ୍ଟାଇନ କେସ୍ ରହିଛି ୮୮୯, ଲୋକାଲ କେସ୍ ରହିଛି ୫୪୫। ଆକ୍ରାନ୍ତ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୯, ବାଲେଶ୍ବର ୧୨, ବରଗଡର ୫, ଭଦ୍ରକର ୨୫, ବୌଦ୍ଧ ୫,…

କରୋନା ପରୀକ୍ଷା କରି ଘରୋଇ ସଂସ୍ଥା ମାଲାମାଲ

ଭୁବନେଶ୍ୱର : କୋଭିଡ ପରୀକ୍ଷା କରି ଘରୋଇ ସଂସ୍ଥା ଏବେ ମାଲାମାଲ । କେନ୍ଦ୍ର ସରକାର ଗୋଟିଏ ପରୀକ୍ଷାର ଦର ୨୨୦୦ ଟଙ୍କା ସ୍ଥିର କରିବାପରେ ପ୍ରାୟ ସବୁ ଶ୍ରେଣୀର ଲୋକେ ଏବେ ନିଜ ନିଜର କରୋନା ପରୀକ୍ଷାପାଇଁ ଧାଡି ଲଗାଉଛନ୍ତି । ବିଶେଷକରି ଯେଉଁମାନଙ୍କର ସରକାରୀ ପରୀକ୍ଷା ଉପରେ ଭରସା ପାଉନାହିଁ…

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, କମିଲା ସୁନା ଦର

ଗୋଟେ ପଟେ ଦେଶରେ କରୋନା ମହାମାରୀ ନିଜ କାୟା ବିସ୍ତାର କରି କରିଚାଲିଥିବା ବେଳେ ସୁନା ଦରରେ ବି ପରିବର୍ତ୍ତନ ଆସିବାରେ ଲାଗିଛି । ଭାରତୀୟ ବଜାରରେ ସୁନା ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଦେଖାଦେଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୫୩୫୦୦ଟଙ୍କାରେ ପହଁଚିଥିବା ବେଳେ…

ଉଦାହାରଣ ପାଲଟିଛନ୍ତି ଏହି ଓଡିଆ ଯବାନ

ଭଦ୍ରକ :  କେବଳ ଦେଶ ସୀମା ନୁହେଁ ଦେଶର  କ୍ଷେତରେ ବି କାମ କରିପାରନ୍ତି ଦେଶର ଯବାନ।ଜୀବନଟା ଯାକ ମାଟି ମାର ସେବାରେ ନିଜକୁ ଉତ୍ସର୍ଗ କରୁଥିବା ଓ ସୀମାନ୍ତରେ ଦେଶର ସୀମା ଜଗୁଥିବା ଜଣେ ବୀର ଯବାନ ଏବେ ଛୁଟିରେ ଆସି କୃଷି କ୍ଷେତ୍ରରେ ଗରିବ ଚାଷୀଙ୍କୁ ସହାୟତ କରୁଛନ୍ତି। ଯେଉଁ ହାତରେ ବନ୍ଧୁକ…

ଖୋଲିବ ସପିଂ ମଲ୍, କିନ୍ତୁ ଏହି ସବୁ କଟକଣା ରହିବ ବଳବତ୍ତର

ଭୁବନେଶ୍ଵର : ଭୁବନେଶ୍ବରରେ ଖୋଲିବ ସପିଂ ମଲ। ଅନୁମତି ଦେଲା ବିଏମସି।  ଏଥିପାଇଁ SOP ଜାରିକରିଛି ବିଏମସି।  ସପିଂ ମଲକୁ ଯିବାକୁ ହେଲେ ଗ୍ରାହକଙ୍କୁ କିଛ ଗାଇଡଲାଇନ ମାନିବାକୁ ପଡିବ।  ଆଉ ସପିଂ ମଲ ମାନେ ବିଏମସି ଜାରି କରିଥିବା ଗାଇଡ ଲାଇନ ଅନୁସାରେ ମଲ୍ ଖୋଲିପାରିବେ। ତେବେ ଜରି…

କାଢ଼ା ସେବନ ମଧ୍ୟ କରିପାରେ ରୋଗୀ, ଏମିତି ବଢ଼ାନ୍ତୁ ଆପଣଙ୍କ ଇମ୍ୟୁନିଟି

କରୋନା ଭୟରେ ଏବେ ସବୁଠି କାଢ଼ାର ଚର୍ଚ୍ଚା । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗରମ ପାଣି ପିଇବା ସହ ଇମ୍ୟୁନିଟି ପାଓ୍ଵାର (ରୋଗ ପ୍ରତିଷେଧକ ଶକ୍ତି) ବଢ଼ାଇବା ପାଇଁ ଚ୍ୟବନପ୍ରାସ୍‌ ଓ କାଢ଼ା ପିଇବାକୁ ଉପଦେଶ ଦେଇଛି । ଲୋକେ ଗରମ ପାଣି ପିଇବା ସହ ତୁଳସୀ,ଡାଲଚୀନ୍‌, ଅଦା,ଲବଙ୍ଗ ଆଦି ଗରମ ଜିନିଷରେ କାଢ଼ା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବିଭିନ୍ନ କଥାକୁ ନେଇ ଭଲ ନ ଲାଗିବାରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବୃଷ କୌଣସି…

ନେପାଳ ଜରିଆରେ ଭାରତକୁ ଘେରିବାକୁ ଯୋଜନା କରୁଛି ଚୀନ୍‌

ନୂଆଦିଲ୍ଲୀ : ‘କଥାରେ ଅଛି ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ।’ ଚୀନ୍‌ ତା’ର ଖରାପ ମନୋଭାବରୁ କେବେ ବି ବିରତ ହେବ ନାହିଁ । ଏଲ୍‌ଏସିରୁ ସେନା ହଟାଉଥିବା କଥା କହୁଥିବା ଚୀନ୍‌ ଏବେ ପୁଣି ଥରେ ଭାରତ-ନେପାଳ ସୀମା ଲିପୁଲେଖ ଠାରେ ସେନା ମୁତୟନ କରିବାରେ ଲାଗିଛି । ଭାରତ ବିରୋଧର…

ବେଆଇନ ଗୁଟଖା କାରାଖାନା ଉପରେ ଚଢାଉ, ୧ କୋଟି ଟଙ୍କାର ଗୁଟଖା ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗାଁରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ  ଚଢାଉ କରିଛି ଜିଲ୍ଲା  ପ୍ରଶାସନ  । ଏହି ବେଆଇନ ଗୁଟଖା କାରଖାନା ଦୀର୍ଘ ଦିନ ହେଲା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଆଜି ବ୍ରହ୍ମପୁର ଉପ-…