Odia News Portal

ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍‌ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି। ସହରର ଅନେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି। ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ୟ ଜଳ ପଶିଯାଇ ଲୋକଙ୍କ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମସ୍ଥ ଶନି ହେତୁ କୌଣସି ନୂଆଁ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ଯାନ ବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି…

ଜେଇଇ ପରୀକ୍ଷାର୍ଥୀଙ୍କୁ ମାଗଣାରେ ସବୁ ସୁବିଧା ଯୋଗାଇ ଦିଆଯିବ

ଭୁବନେଶ୍ୱର : ଜେଇଇ ପରୀକ୍ଷା ପାଇଁ ୭ ଟି  ସହରରେ ୨୬ ସେଣ୍ଟର କରାଯାଇଛି। ଯେଉଁମାନେ ପରୀକ୍ଷା ଦେବାକୁ  ଆସିବେ ସେମାନଙ୍କ  ରହିବା ଖାଇବା ଓ  ପରିବହନ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇଦେବେ। ଓଡିଶାର ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀ ନିଜ ସବିଧାରେ ଆସିବେ…

ଲଞ୍ଚ୍ ହେଲା Redmi 9

ନୂଆଦିଲ୍ଲୀ : ସାଓମି ଭାରତରେ ନିଜ ନୂଆ ଶସ୍ତା ଫୋନ୍ Redmi 9 ଲଞ୍ଚ୍ କରିଦେଇଛି । ଖାସ୍ କଥା ହେଉଛି କି ଏହି ଶସ୍ତା ଫୋନର 5000mAh ବ୍ୟାଟେରୀ ରହିଛି । ଏହା ସତ୍ତ୍ୱେ କମ୍ପାନୀ ଏହାର ଦାମ୍ ବହୁତ କମ୍ ରଖିଛି । ସାଓମି ରେଡମି ୯କୁ ୮୯୯୯ ଟଙ୍କାର ପ୍ରାରମ୍ବିକ ଦାମରେ ଲଞ୍ଚ୍ କରିଛି । ଫୋନର…

ଆଖି ବୁଜିଲା ଆଉ ଏକ ହଳଦୀ ବର୍ଣ୍ଣର ଆନାକୋଣ୍ଡା ସାପ

ଭୁବନେଶ୍ବର : ନନ୍ଦନକାନନରେ ଆଖି ବୁଜିଲା ଆଉ ଏକ ହଳଦୀ ବର୍ଣ୍ଣର ଆନାକୋଣ୍ଡା ସାପ। ଏହି ପ୍ରଜାତିର ୮ଟି ଆନାକୋଣ୍ଡକୁ ଚେନ୍ନାଇର ଏମସିବିଟି ଚିଡିଆଖାନାରୁ ଆଣିଥିଲେ ନନ୍ଦନକାନନର ଅଧିକାରୀ। ପୂର୍ବରୁ ଦୁଇଟି  ଆନାକୋଣ୍ଡା ମୃତ୍ୟୁ ବରଣ  କରିସାରିଥିବା ବେଳେ ଆଜି  ଆଉ ଏକ ଆନାକୋଣ୍ଡାର ମୃତ୍ୟୁ…

ଭୁବନେଶ୍ୱର ଉପକଣ୍ଠରୁ ବିରାଟକାୟ ଅଜଗର ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ମଦନପୁର ଗାଁରୁ ବିରାଟକାୟ ଅଜଗର ଉଦ୍ଧାର । ଗତ କିଛି ଦିନ ହେବ ସାପଟି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ହେଲ୍ପ ଇଣ୍ଡିଆ ଆନିମଲ ରେସକ୍ୟୁର ମୁଖ୍ୟ ପ୍ରସନ୍ନ କୁମାର ଦାସ ଖବର ପାଇ ମଦନପୁର ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ଏହି…

ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ହେଲେ ଉଷା ପାଢ଼ୀ

ନୂଆଦିଲ୍ଲୀ() ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା…

୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର()  ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହୋଇଛି । ଏବେ ଦୁଇ ଦିନ ପାଗ ଶୁଖିଲା ରହିବାକୁ ଥିବା ବେଳେ ସେପ୍ଟେମ୍ବର ୧ ତାରିଖରୁ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ସହ ରାଜ୍ୟର କିଛି ଜିଲ୍ଳାରେ ଘୂର୍ଣ୍ଣିଝଡ଼ ସହ ସାମାନ୍ୟରୁ ମଧ୍ୟମ ଧରଣର…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ଗତ କିଛି ମାସ ମଧ୍ୟରେ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଥିବା ବେଳେ ଏବେ ଉପଭୋକ୍ତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ଉପଭୋକ୍ତା ୫୦ ଟଙ୍କା ଶସ୍ତାରେ ପାଇପାରିବେ ଗ୍ୟାସ୍ ସିଲିଣ୍ଡର । ତେବେ ଆସନ୍ତୁ ଜାଣିବା ଏଥିପାଇଁ ଆପଣ କେମିତି କରିବେ ବୁକିଂ । ବିଭିନ୍ନ ଅନଲାଇନ୍…

ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ଏଥିପାଇଁ ଆଜି ରଶ୍ମିତାଙ୍କୁ ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ପଶୁପାଲନ ତଥା ଉଚ୍ଚ ଶିକ୍ଷା…