Odia News Portal

ଭୁବନେଶ୍ୱରରୁ ଆଉ ୩୩୦ ପଜିଟିଭ, ୧୯୧ ଲୋକାଲ କେସ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା…

ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ଓ ଭୁବେଶ୍ଵର ମହାନଗର ନିଗମ ମିଳିତ ଉଦ୍ୟମରେ ଶହୀଦନଗର କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନଷ୍ଠିତ ହୋଇ ୩୧ ୟୁନିଟ ରକ୍ତ ଭୁନେଶ୍ଵର ମହାନଗର ନିଗମ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ସଂଗୃହୀତ କରାଯଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ନିଖିଳ…

ହତ୍ୟା ସନ୍ଦେହ କଲା AIIMS

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ…

ଜାତୀୟସ୍ତରରେ ମୀରାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ() ଦେଶରେ କିନ୍ନରମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମୀରା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ପରିଷଦର ୫ଟି ଜୋନ ପାଇଁ କିନ୍ନର ଗୋଷ୍ଠୀର ସଦସ୍ୟ ମନୋନୀତ କରାଯାଇଛି । ମନୋନୀତ…

ଯାଜପୁର ଓ ଭଦ୍ରକରେ ବନ୍ୟା ଆଶଙ୍କା

ଭୁବନେଶ୍ୱର() ଲଗାଣ ବର୍ଷାରେ ବେହାଲ ଉପକୂଳ ଓ ଉତ୍ତର ଓଡ଼ିଶା ।  ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।  ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀ ବନ୍ୟା ସୃଷ୍ଟି କରିପାରେ । ତେବେ ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ…

୪ ଦିନ ସଟଡାଉନ ଘୋଷଣା

ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ସମଗ୍ର ଢେଙ୍କାନାଳ ମୁ୍ୟନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୭ ଓ ୨୮ ତାରିଖରେ ମୁ୍ୟନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମୁ୍ୟନିସିପାଲିଟି ଅଞ୍ଚଳର ୨୩ଟି…

ଲଣ୍ଡନରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ଖର୍ଚ୍ଚ ହେବ ପ୍ରାୟ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ : ସୂଦୁର ଲଣ୍ଡନରେ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ବିଶ୍ୱନିୟନ୍ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ରହିଛନ୍ତି। ସମଗ୍ର ବିଶ୍ୱରେ ଛୋଟବଡ଼ ମନ୍ଦିର ପ୍ରତିଷ୍ଠା କରି ଭଗବାନଙ୍କ ପୂଜା କରିଆସୁଛନ୍ତି। ତେବେ ଏହି କ୍ରମରେ…

ୟୁପିରେ ଦୁଇଟି ବସ୍ ମୁହାଁମୁହିଁ ଦୁର୍ଘଟଣା, ୬ ମୃତ ଓ ୮ ଆହତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର କାକୋରୀରେ ଭୟଙ୍କର ସଡକ ଦୁର୍ଘଟଣା। ୟୁପି ରୋଡଓ୍ବେଜର ଦୁଇଟି ବସ ମୁହଁମୁହିଁ ହେବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌରୁ ହରଦୋଇ ଓ ହରଦୋଇରୁ ଲକ୍ଷ୍ନୌ ଯାଉଥିବା…

କମିଲା ୩୦ ପ୍ରତିଶତ ସିଲାବସ

ଭୁବନେଶ୍ୱର() ରାଜ୍ୟରେ ଭୟଙ୍କର କରୋନା ସ୍ଥିତିରେ ପାଠପଢା ଗୁରୁତର ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସିଲାବସ କମାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସକୁ କମାଇ ଦିଆଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ କମାଇ…

ଅନୁପ ସାଏଙ୍କୁ କରୋନା

ଭୁବନେଶ୍ବର() ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ତାଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମା ଓ ଝିଅଙ୍କ ଡ଼ବଲ ମର୍ନର…