୧୪ ଫୁଟର ଅହିରାଜ ଉଦ୍ଧାର, ଶିମିଳିପାଳ ଜଙ୍ଗଲରେ ଛାଡିଲେ ବନ ବିଭାଗ
୧୪ ଫୁଟର ଅହିରାଜ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ପଦ୍ମପୋଖରୀ ଗାଁ ନିକଟ ବିଲରୁ ବିଶାଳ ଅହିରାଜ ଉଦ୍ଧାର ହୋଇଛି । ଅହିରାଜକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ।…
