Odia News Portal

ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା…

ପୂର୍ବତନ ଭିଜିଲାନ୍ସ DSPଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ଵର : ପୂର୍ବତନ ଭିଜିଲାନ୍ସ DSP ହିମାଂଶୁ ଶେଖର ମିଶ୍ରଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ । ମିଥ୍ୟା ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଇଥିବା ଅଭିଯୋଗ ଥିଲା ତାଙ୍କ ନାମରେ  । ସୂଚନା ମୁତାବକ ୨୪ ମାର୍ଚ୍ଚ ୨୦୧୭ରେ ମିଥ୍ୟା ଲାଞ୍ଚ…

କାଳିଆ ଦେଇଥିଲା ଅଭୟ ବର, ସେବାୟତଙ୍କୁ ଛୁଇଁ ପାରିଲାନି କରୋନା

ପୁରୀ : କାଳିଆ ଦେଇଥିଲା ଅଭୟ ବର। ନାହିଁ ହଁ ଭିତରେ ହୋଇଥିବା ରଥଯାତ୍ରାରେ ସମସ୍ତଙ୍କ ଭୟ ଥିଲା କରୋନା ସଂକ୍ରମଣର । କିନ୍ତୁ ବଡଠାକୁର ଚମତ୍କାରିତା  ସହ ସବୁକିଛି ସୁରଖୁରରେ ସମାପନ କରାଇଥିଲେ। ଏହା  ପରେ କିନ୍ତୁ ସୁପ୍ରିମକେର୍ଟକୁ ସବୁ ସେବାୟତଙ୍କ ରିପୋର୍ଟ ନେଗେଟିଭ ରିପୋର୍ଟ ଦିଆଯିବାକୁ…

ଅନ୍ତିମ ସଂସ୍କାର ପାଇଁ ୭୫୦୦

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ୭୫୦୦ଟଙ୍କା ମିଳିବ । ଅନ୍ତିମସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ…

ଭଗବାନ ଶିବଙ୍କୁ କାହିଁକି ପ୍ରିୟ ଭାଙ୍ଗ, ଜାଣନ୍ତୁ ….

ଭୁବନେଶ୍ୱର () କୁହାଯାଏ ଭାଗବାନ ଶିବ ସମସ୍ତଙ୍କୁ ଡାକ ଶୁଣନ୍ତି । ଯିଏ ତାଙ୍କୁ ଶ୍ରଦ୍ଧାର ସହ ଭକ୍ତି କରେ ସେ ତାଙ୍କ ଡାକ ଶୁଣନ୍ତି ଏବଂ ଭକ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ସୃଷ୍ଟିର ଉଦ୍ଧାର ପାଇଁ ଭଗବାନ ଶିବ ବିଷ ମଧ୍ୟ ପାନ କରିଥିଲେ । ଶିବଙ୍କ ଶୃଙ୍ଗାରକୁ ଦେଖିଲେ ଜଣାପଡେ ସେ…

କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କର ସେବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ ।…

ଭୁବନେଶ୍ୱରରୁ ଆଉ ୪୯ ପଜିଟିଭ, ୧୫ ଲୋକାଲ କେସ, ଜାଣନ୍ତୁ ଲୋକାଲ କେସର ସମ୍ପୁର୍ଣ୍ଣ ତଥ୍ୟ…

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡାର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦…

ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ଘୋଷଣା

ନବରଙ୍ଗପୁର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର ଜିଲ୍ଲା ସଟଡାଉନ୍ ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ…

ସମରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର() କୋଭିଡ୍-୧୯  ଭ୍ୟାକସିନ ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର…

ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ

ଭୁବନେଶ୍ୱର()  ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପଶୁ ଠାରେ ଭ୍ୟାକସିନ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ ହେବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି, ସଫଳତା…